ନୂତନ ବିଡିଓ ଙ୍କୁ ସ୍ୱାଗତ ଜଣେଇଲେ ଗ୍ରାମ ରୋଜଗାର ସେବକ ସଂଘ
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ମଙ୍ଗଳବାର କର୍ଲାମୁଣ୍ଡା ବ୍ଲକ ରେ ନୂତନ ବିଡ଼ିଓ ମଣ୍ଟୁ ଖମାରୀ ଯୋଗ ଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ ଏହା ପୂର୍ବରୁ ସୋନପୁର ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ଭାବେ କାର୍ଯ୍ୟରତ ଥିଲେ l ଏହି ଅବସରରେ କର୍ଲାମୁଣ୍ଡା ବ୍ଳକ ର ଜନ ସାଧାରଣ ଙ୍କ ସହଯୋଗ କାମନା କରିବା ସହ ଅଂଚଳରେ ବିକାଶ ପାଇଁ ଯତ୍ନବାନ ହେବି ବୋଲି ସେ ତାଙ୍କର ସାକ୍ଷାତ କାର ରେ କହିଛନ୍ତି। […] The post ନୂତନ ବିଡିଓ ଙ୍କୁ ସ୍ୱାଗତ ଜଣେଇଲେ ଗ୍ରାମ ରୋଜଗାର ସେବକ ସଂଘ appeared first on Odisha.News.

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ମଙ୍ଗଳବାର କର୍ଲାମୁଣ୍ଡା ବ୍ଲକ ରେ ନୂତନ ବିଡ଼ିଓ ମଣ୍ଟୁ ଖମାରୀ ଯୋଗ ଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ ଏହା ପୂର୍ବରୁ ସୋନପୁର ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ଭାବେ କାର୍ଯ୍ୟରତ ଥିଲେ l ଏହି ଅବସରରେ କର୍ଲାମୁଣ୍ଡା ବ୍ଳକ ର ଜନ ସାଧାରଣ ଙ୍କ ସହଯୋଗ କାମନା କରିବା ସହ ଅଂଚଳରେ ବିକାଶ ପାଇଁ ଯତ୍ନବାନ ହେବି ବୋଲି ସେ ତାଙ୍କର ସାକ୍ଷାତ କାର ରେ କହିଛନ୍ତି। ଗୁରୁବାର ନୂତନ ବିଡିଓ ଙ୍କୁ କର୍ଲାମୁଣ୍ଡା ବ୍ଲକ ର ଗ୍ରାମ ରୋଜଗାର ସେବକ ସଂଘ ର ଶିଵ କୁମାର ଭୋଇ,ଗଜାନନ ଗହୀର,ଉମେଶ ସୁନା,ସିତାରାମ ପାତ୍ର ପ୍ରମୁଖ ସ୍ୱାଗତ ଜଣେଇଥିଲେ,
The post ନୂତନ ବିଡିଓ ଙ୍କୁ ସ୍ୱାଗତ ଜଣେଇଲେ ଗ୍ରାମ ରୋଜଗାର ସେବକ ସଂଘ appeared first on Odisha.News.