ବେଆଇନ କଳାପଥର ଖାଦାନ ଉପରେ ପ୍ରଶାସନର ଚଢ଼ାଉ: ଏମିତି କହିଲେ ପୂର୍ବତନ ବିଧାୟକ…
ଯାଜପୁର,୨୧।୭: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଥିବା କଳାପାହାଡ ଗୁଡିକରେ ଚାଲୁଥିବା ବେଆଇନ କାର୍ଯ୍ୟ ଉପରେ ପ୍ରଶାସନ ଚଢାଉ ଜାରି ରଖିଛି । ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବାଲିଘାଟ ବିଭାଗ ସହ ତହସିଲ ପ୍ରଶାସନ, ପ୍ରଦୂଷଣ ବିଭାଗ ମିଳିତ ଭାବରେ ଯାଞ୍ଚ କରିଛି। ପୂର୍ବରୁ ନବୀନ ସରକାର ଥିବା ସମୟରେ ମଧ୍ୟ ବେଆଇନ ଖଣି ଖନନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇ କୋଟି କୋଟି ଟଙ୍କା ଫାଇନ ହୋଇଥିଲା। ତା ସହିତ […] The post ବେଆଇନ କଳାପଥର ଖାଦାନ ଉପରେ ପ୍ରଶାସନର ଚଢ଼ାଉ: ଏମିତି କହିଲେ ପୂର୍ବତନ ବିଧାୟକ… appeared first on Dharitri Odia News.
ଯାଜପୁର,୨୧।୭: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଥିବା କଳାପାହାଡ ଗୁଡିକରେ ଚାଲୁଥିବା ବେଆଇନ କାର୍ଯ୍ୟ ଉପରେ ପ୍ରଶାସନ ଚଢାଉ ଜାରି ରଖିଛି । ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବାଲିଘାଟ ବିଭାଗ ସହ ତହସିଲ ପ୍ରଶାସନ, ପ୍ରଦୂଷଣ ବିଭାଗ ମିଳିତ ଭାବରେ ଯାଞ୍ଚ କରିଛି। ପୂର୍ବରୁ ନବୀନ ସରକାର ଥିବା ସମୟରେ ମଧ୍ୟ ବେଆଇନ ଖଣି ଖନନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇ କୋଟି କୋଟି ଟଙ୍କା ଫାଇନ ହୋଇଥିଲା। ତା ସହିତ ବେଆଇନ ଖଣି ଖନନ ବନ୍ଦ କରିବା ପାଇଁ ବିଭିନ୍ନ ଫୋରମରେ ଉପସ୍ଥାପନ କରାଯାଇଥିବା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରକାଶ କରିଛନ୍ତି। ଏହା ସହିତ ନୂଆ ସରକାର ଆସିବା ପରଠୁ କିଭଳି ଭାବେ ବେଆଇନ ଖଣି ଖାନନ ଚାଲିଛି ତାହା ସାଧାରଣ ଲୋକେ ଠିକ୍ ବୁଝି ସାରିଲେଣି ବୋଲି ପୂର୍ବତନ ବିଧାୟକ କହିଛନ୍ତି।
The post ବେଆଇନ କଳାପଥର ଖାଦାନ ଉପରେ ପ୍ରଶାସନର ଚଢ଼ାଉ: ଏମିତି କହିଲେ ପୂର୍ବତନ ବିଧାୟକ… appeared first on Dharitri Odia News.