ବୈତରଣୀ ନଦୀରେ ଫସିଲା ଯାତ୍ରୀବାହୀ ଲଞ୍ଚ, ଦଶ ଯାତ୍ରୀ ଫସି ରହିଛନ୍ତି
ଚାନ୍ଦବାଲି : ନଦୀରେ ଫସିଲ ଯାତ୍ରୀବାହୀ ଲଞ୍ଚ । ଅଧିକ ପବନ ବହିବାରୁ ବୈତରଣୀ ନଦୀର ଶାଗୁନାଡିଆ ଘାଟରେ ଫସି ରହିଛି ଯାତ୍ରୀବାହୀ ଲଞ୍ଚ । ସଳନ୍ଦୀ ନାମକ ଏହି ଲଞ୍ଚଟି ତାଳଚୁଆ ରୁ ଚାନ୍ଦବାଲି ଆସୁଥିବା ସମୟରେ ଅଧିକ ପବନ ହେବାରୁ ମଝି ନଈରେ ଫସି ରହିଛି । ଲଞ୍ଚରେ ଦଶ ଜଣ ଯାତ୍ରୀ ରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଲଞ୍ଚ ରେ କିଛି ତ୍ରୁଟି ରହିଛି କି […] The post ବୈତରଣୀ ନଦୀରେ ଫସିଲା ଯାତ୍ରୀବାହୀ ଲଞ୍ଚ, ଦଶ ଯାତ୍ରୀ ଫସି ରହିଛନ୍ତି appeared first on KNews Odisha.

ଚାନ୍ଦବାଲି : ନଦୀରେ ଫସିଲ ଯାତ୍ରୀବାହୀ ଲଞ୍ଚ । ଅଧିକ ପବନ ବହିବାରୁ ବୈତରଣୀ ନଦୀର ଶାଗୁନାଡିଆ ଘାଟରେ ଫସି ରହିଛି ଯାତ୍ରୀବାହୀ ଲଞ୍ଚ । ସଳନ୍ଦୀ ନାମକ ଏହି ଲଞ୍ଚଟି ତାଳଚୁଆ ରୁ ଚାନ୍ଦବାଲି ଆସୁଥିବା ସମୟରେ ଅଧିକ ପବନ ହେବାରୁ ମଝି ନଈରେ ଫସି ରହିଛି । ଲଞ୍ଚରେ ଦଶ ଜଣ ଯାତ୍ରୀ ରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଲଞ୍ଚ ରେ କିଛି ତ୍ରୁଟି ରହିଛି କି କେଉଁ କାରଣରୁ ଫସିଛି ଏହା ଜଣା ପଡ଼ିନାହିଁ ।
The post ବୈତରଣୀ ନଦୀରେ ଫସିଲା ଯାତ୍ରୀବାହୀ ଲଞ୍ଚ, ଦଶ ଯାତ୍ରୀ ଫସି ରହିଛନ୍ତି appeared first on KNews Odisha.