ବୋର ଗୁଡା ପଞ୍ଚାୟତରେ ଅମାଓଡିଶା ନବୀନ ଓଡିଶା ସଚେନତା ଶିବିର ଦୁଳୁକିଲା
କଳାହାଣ୍ଡି, ୩୦/୦୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରଗୁଡା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ନାଚ ଗୀତ ଓ ଘୁମୁରା, ଏବଂ ବାଜା,ଢୋଲର ତାଲେ ତାଳେ ସଭା କମ୍ପିତ ଉଠି ଥିଲା, ଏହି ସଭାରେ ସଭାପତି ଭାବେ ସରପଞ୍ଚ ଜୟ ରାମ୍ ସାହୁ ଓ ପିଇଓ ଅଲେଖସା ଓ ୱାର୍ଡ ମେମ୍ବର ଏବଂ ଅନ୍ୟାନ୍ୟ କର୍ମ କର୍ତ୍ତା ଙ୍କ ସହୋଜଗରେ ଓ ସ୍ଵୟଂ ସହାୟକ ଓ ସୁପରଭାଇଜର ଏବଂ […] The post ବୋର ଗୁଡା ପଞ୍ଚାୟତରେ ଅମାଓଡିଶା ନବୀନ ଓଡିଶା ସଚେନତା ଶିବିର ଦୁଳୁକିଲା appeared first on Odisha.News.
କଳାହାଣ୍ଡି, ୩୦/୦୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରଗୁଡା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ନାଚ ଗୀତ ଓ ଘୁମୁରା, ଏବଂ ବାଜା,ଢୋଲର ତାଲେ ତାଳେ ସଭା କମ୍ପିତ ଉଠି ଥିଲା, ଏହି ସଭାରେ ସଭାପତି ଭାବେ ସରପଞ୍ଚ ଜୟ ରାମ୍ ସାହୁ ଓ ପିଇଓ ଅଲେଖସା ଓ ୱାର୍ଡ ମେମ୍ବର ଏବଂ ଅନ୍ୟାନ୍ୟ କର୍ମ କର୍ତ୍ତା ଙ୍କ ସହୋଜଗରେ ଓ ସ୍ଵୟଂ ସହାୟକ ଓ ସୁପରଭାଇଜର ଏବଂ ଶିକ୍ଷକ ଶିକ୍ଷୟିତ୍ରୀଓ ଛାତ୍ର ଛାତ୍ରୀ ଏବଂ କୃଷି ବିଭାଗ, ପ୍ରାଣୀ ସମ୍ପଦ, ମହିଳା ସ ଶକ୍ତିକରଣ ବିଭିନ୍ନ ବିଭାଗର କର୍ମଚାରୀ ତଥା ହଜାର ହଜାର ସଂଖ୍ୟାରେ ଉପସ୍ଥିତ ଥିବା ଜନତାଙ୍କୁ ନାଚ ଗୀତରେ ମୁଗ୍ଧ କରାଇଥିବା ବେଳେ ମୁଖ୍ୟ ଆକର୍ଷଣ ଗୀତ ବନ୍ଦା ଗାଁର କୁମାରୀ ଝିଅ ଲକ୍ଷ୍ମୀ ଛତ୍ରିଆ ସମ୍ବିଧାନ ପ୍ରନେତା ବାବା ସାହେବ ଆମ୍ବେଦକରଙ୍କ ଗୀତ ପରିବେଷଣ କରି ଥିବା ରୁ ଦର୍ଶକ ଙ୍କ ଛାତି ଥରି ଥିବା ବେଳେ ଆଉ ଏକ ଝିଅ ସ୍ମୃତି ରାଣୀ ବଗର୍ତ୍ତୀ ମଧ୍ୟ ତାଙ୍କର ଗୀତ ପରିବେଷଣ କରିବାରେ ଉପସ୍ଥିତ ଜନତା ମୁଗ୍ଧ ହୋଇଥିଲେ, ଏହି କାର୍ଯ୍ୟକ୍ରମରେ ଅନେକ ଝିଅ ମାନେ ନିଜର ପ୍ରତିଭାର ପରିଚୟ ସୃଷ୍ଟି କରି ଥିଲେ ପୁଣି ଭବାନୀ ପାଟଣାର ମୃଣ୍ମୟୀ ଦ୍ୟାନ୍ସର କୁମାରି କନ୍ୟା ମାନେ ସମ୍ବଳପୁରି ଗୀତ ଓ ନାଚରେ ଦୁଳୁକାଇ ଦେଇ ଥିବା ବେଳେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ମଧ୍ୟ ତାଳେ ତାଳେ ଚମକାଇ ଦେଇ ଥିବା ସମୟରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବନ୍ଦା ଗାଁର ଖୋଲ କ୍ରିତନରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ, ଏବଂ ମାନ୍ୟବର୍ ବିଧାୟକ ବିଗତ ଦିନର କାର୍ଯ୍ୟ କଲାପରେ ନିଜର ପରିଚୟ ବର୍ଣ୍ଣନା କରି ଥିଲେ, ଆଜିର ମହାନ କାର୍ଯ୍ୟ କ୍ରମକୁ ଚିଚିଆ ପଂଚାୟତ କାର୍ଯୟନିର୍ବାହୀ ଅଧିକାରୀ ବିଶ୍ବ ରଞ୍ଜନ ପଣ୍ଡା ସୁନ୍ଦର ଭାବେ ପରିବେଷଣ କରି ଥିବା ବେଳେ, ଅଲେଖ ସା, ଚନ୍ଦନ ବିହାରୀ, ସୁପର ଭାଇଜର ମଞ୍ଜୁ ଲତା ପଟ ନାଏକ, ଉର୍ବଶୀ ସୁନାନି, ରୁକ୍ମଣୀ ସାହୁ, ରାଧା ରମଣ ପାତ୍ର, ମୁରଲୀ ଧର ରାଉତ, ମଦନ ସୁନାନି, ମଧୁ ବଗର୍ତ୍ତୀ, ମଦନ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ସହୋଜଗର ଭାଗୀ ଉଠାଇ ଥିଲେ, ହେଲେ କାର୍ଯୟନିର୍ବାହୀ ଅଧିକାରୀ ଅଲେଖ ସା ଙ୍କୁ ସଭା ସାଙ୍ଗ କରି ଧନ୍ୟବାଦ ଜ୍ଞାପନ କରିଥିଲେ।
The post ବୋର ଗୁଡା ପଞ୍ଚାୟତରେ ଅମାଓଡିଶା ନବୀନ ଓଡିଶା ସଚେନତା ଶିବିର ଦୁଳୁକିଲା appeared first on Odisha.News.