ମେଘପାଳ ଜଙ୍ଗଳରେ ଜଳୁଛି ନିଆଁ
ସମ୍ବଲପୁର: ମେଘପାଳ ବନପାଲ କାର୍ଯ୍ୟାଳୟରୁ ବର୍ତ୍ତମାନ ୧୦୦ମିଟର ଦୂର ଜଙ୍ଗଳରେ ଲାଗିଛି ନିଆଁ ।ପାଖରେ ରହିଛି ସ୍କୁଲ ,ବଜାର,ତା ପାଖକୁ ରହିଛି ପଞ୍ଚାୟତ କାର୍ଯ୍ୟାଳୟ।ଏଇ ନିକଟ ପାହାଡ ଜଙ୍ଗଳରେ ହୁହୁ ଜଳୁଛି ନିଆଁ ।ଛକ ନିକଟ ପାହାଡ଼ରେ ନିଆଁ ଜଳୁଥିଲେ ମଧ୍ଯ ବନ ବିଭାଗର ଦୃଷ୍ଟି ନପଡିବା ପରିତାପର ବିଷୟ। ଅଥଚ ଜଙ୍ଗଳରେ ନିଆଁ ଯେଭଳି ନଲାଗିବ ସେଥିପାଇଁ ଜନ ସଚେତନତା ନାମରେ ଲକ୍ଷାଧିକ ବ୍ୟୟ ହେଉଥିଲେ ଏହାର ଉପକାରିତା ବାସ୍ତବରେ ଶୁନ।ଠିକ ସମୟରେ ବନ ସାଥିଙ୍କବି […] The post ମେଘପାଳ ଜଙ୍ଗଳରେ ଜଳୁଛି ନିଆଁ appeared first on Odisha.News.

ସମ୍ବଲପୁର: ମେଘପାଳ ବନପାଲ କାର୍ଯ୍ୟାଳୟରୁ ବର୍ତ୍ତମାନ ୧୦୦ମିଟର ଦୂର ଜଙ୍ଗଳରେ ଲାଗିଛି ନିଆଁ ।ପାଖରେ ରହିଛି ସ୍କୁଲ ,ବଜାର,ତା ପାଖକୁ ରହିଛି ପଞ୍ଚାୟତ କାର୍ଯ୍ୟାଳୟ।ଏଇ ନିକଟ ପାହାଡ ଜଙ୍ଗଳରେ ହୁହୁ ଜଳୁଛି ନିଆଁ ।ଛକ ନିକଟ ପାହାଡ଼ରେ ନିଆଁ ଜଳୁଥିଲେ ମଧ୍ଯ ବନ ବିଭାଗର ଦୃଷ୍ଟି ନପଡିବା ପରିତାପର ବିଷୟ। ଅଥଚ ଜଙ୍ଗଳରେ ନିଆଁ ଯେଭଳି ନଲାଗିବ ସେଥିପାଇଁ ଜନ ସଚେତନତା ନାମରେ ଲକ୍ଷାଧିକ ବ୍ୟୟ ହେଉଥିଲେ ଏହାର ଉପକାରିତା ବାସ୍ତବରେ ଶୁନ।ଠିକ ସମୟରେ ବନ ସାଥିଙ୍କବି ଦେଖା ମିଳୁନି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।ସ୍ଥାନୀୟ ଫରେଷ୍ଟରକୁ ଫୋନକଲେ ମଧ୍ୟ ସେ ଉଠାଉନଥିବା ଅଭିଯୋଗ ହେଉଛି।
The post ମେଘପାଳ ଜଙ୍ଗଳରେ ଜଳୁଛି ନିଆଁ appeared first on Odisha.News.