ବୋରୱେଲ୍ ଗାଡ଼ି ମାଡିଯାଇ ୪ ଜଣଙ୍କ ମୃତ୍ୟୁ
ବରଗଡ଼ : ଶୋଇଥିବାବେଳେ ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ୍ ଗାଡ଼ି I ଘଟଣାସ୍ଥଳରେ ଚାଲିଗଲା ୪ଜଣ ଶ୍ରମିକଙ୍କ ଜୀବନ I ସମସ୍ତ ଶ୍ରମିକଙ୍କ ଘର ମଧ୍ୟପ୍ରଦେଶର ହୋଇଥିବା ସୂଚନା ମିଳିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ I ତେବେ ଶ୍ରମିକ ମାନେ ବୋରୱେଲ୍ ଖୋଲିବାକୁ ମଧ୍ୟପ୍ରଦେଶରୁ ଆସିଥିଲେ ଏବଂ ଗାଡି ତଳେ ଶୋଇଥିବାବେଳେ ତାଙ୍କ ଉପରେ ମାଡିଯାଇଥିଲା ବୋରୱେଲ୍ ଗାଡି I ଘଟଣାସ୍ଥଳରେ ମେଲଛାମୁଣ୍ଡା ଥାନା ପୋଲିସ ପହଂଚି […]

ବରଗଡ଼ : ଶୋଇଥିବାବେଳେ ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ୍ ଗାଡ଼ି I ଘଟଣାସ୍ଥଳରେ ଚାଲିଗଲା ୪ଜଣ ଶ୍ରମିକଙ୍କ ଜୀବନ I ସମସ୍ତ ଶ୍ରମିକଙ୍କ ଘର ମଧ୍ୟପ୍ରଦେଶର ହୋଇଥିବା ସୂଚନା ମିଳିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ I ତେବେ ଶ୍ରମିକ ମାନେ ବୋରୱେଲ୍ ଖୋଲିବାକୁ ମଧ୍ୟପ୍ରଦେଶରୁ ଆସିଥିଲେ ଏବଂ ଗାଡି ତଳେ ଶୋଇଥିବାବେଳେ ତାଙ୍କ ଉପରେ ମାଡିଯାଇଥିଲା ବୋରୱେଲ୍ ଗାଡି I ଘଟଣାସ୍ଥଳରେ ମେଲଛାମୁଣ୍ଡା ଥାନା ପୋଲିସ ପହଂଚି ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି I