ବ୍ରେକଅପ୍ କଲେ ନବ୍ୟା-ସିଦ୍ଧାନ୍ତ, ୨ ବର୍ଷ ଡେଟ୍ କରିବା ପରେ ହେଲେ ଅଲଗା
ମୁମ୍ଵାଇ ୦୫।୦୮: ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦାଙ୍କ। ତାଙ୍କ ନାମ 'ଗୁଲି ବଏ' ଫେମ୍ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ଜଡିତ ଥିଲା। ପାର୍ଟି, ହଲିଡେ ଏବଂ ମୁଭି ଡେଟ୍ରେ ଅନେକ ଥର ଏକାଠି ଦେଖାଯାଇଥିଲେ । ଏହା ପରେ ଦୁହିଁଙ୍କୁ ନେଇ ଅନେକ ହୋଇଥିଲା । ଦୁଇ ବର୍ଷ ଧରି ସିଦ୍ଧାନ୍ତ ଏବଂ ନବ୍ୟାଙ୍କ ନାମ ଯୋଡି ହୋଇଆସୁଥିଲା। କିନ୍ତୁ ବର୍ତ୍ତମାନ ସେମାନଙ୍କ ବ୍ରେକଅପ୍ ଖବର ଚର୍ଚ୍ଚାକୁ ଆସିଛି । ଗଣମାଧ୍ୟମରେ ଆସୁଥିବା ଖବର ଅନୁଯାୟୀ, ପ୍ରାୟ ଦୁଇ ବର୍ଷ ଏକାଠି ରହିବା ପରେ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।ରିପୋର୍ଟ ଅନୁଯାୟୀ ସିଦ୍ଧାନ୍ତ ଏବଂ ନବ୍ୟା କିଛି ବର୍ଷ ସିକ୍ରେଟ୍ଲି ଡେଟିଂ କରିବା ପରେ ଅଲଗା ହୋଇଯାଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ସେମାନେ ପାରସ୍ପରିକ ସମ୍ମତି ସହିତ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଦୁହେଁ ବ୍ରେକଅପ୍ ପରେ ମଧ୍ୟ ବନ୍ଧୁ ହୋଇ ରହିବେ। ଏହା ପରେ, ନବ୍ୟା ବ୍ରେକଅପ୍ ରୁ ମୁକ୍ତି ପାଇବା ପାଇଁ ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରୁଥିବା ପରି ଲାଗିଛି।୨ ବର୍ଷ ପାଇଁ ଡେଟିଂ କରୁଥିଲେ ଋଷିକେଶରେ ଉଭୟଙ୍କୁ ଏକାଠି ଦେଖିବା ପରେ ସେମାନଙ୍କ ରୋମାନ୍ସ ବିଷୟରେ କଳ୍ପନା ଜଳ୍ପନାର ଆରମ୍ଭ ହୋଇଥିଲା । ଉଭୟ ଛୁଟି କାଟିବାକୁ ଯାଇଥିଲେ । ସେଠାରୁ ଅନେକ ଫଟୋ ମଧ୍ୟ ସେୟାର କରିଥିଲେ । ପରସ୍ପରର ଘରେ ଆୟୋଜିତ ପାର୍ଟୀରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥ
ମୁମ୍ଵାଇ ୦୫।୦୮: ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦାଙ୍କ। ତାଙ୍କ ନାମ 'ଗୁଲି ବଏ' ଫେମ୍ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ଜଡିତ ଥିଲା। ପାର୍ଟି, ହଲିଡେ ଏବଂ ମୁଭି ଡେଟ୍ରେ ଅନେକ ଥର ଏକାଠି ଦେଖାଯାଇଥିଲେ । ଏହା ପରେ ଦୁହିଁଙ୍କୁ ନେଇ ଅନେକ ହୋଇଥିଲା । ଦୁଇ ବର୍ଷ ଧରି ସିଦ୍ଧାନ୍ତ ଏବଂ ନବ୍ୟାଙ୍କ ନାମ ଯୋଡି ହୋଇଆସୁଥିଲା। କିନ୍ତୁ ବର୍ତ୍ତମାନ ସେମାନଙ୍କ ବ୍ରେକଅପ୍ ଖବର ଚର୍ଚ୍ଚାକୁ ଆସିଛି । ଗଣମାଧ୍ୟମରେ ଆସୁଥିବା ଖବର ଅନୁଯାୟୀ, ପ୍ରାୟ ଦୁଇ ବର୍ଷ ଏକାଠି ରହିବା ପରେ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।
ରିପୋର୍ଟ ଅନୁଯାୟୀ ସିଦ୍ଧାନ୍ତ ଏବଂ ନବ୍ୟା କିଛି ବର୍ଷ ସିକ୍ରେଟ୍ଲି ଡେଟିଂ କରିବା ପରେ ଅଲଗା ହୋଇଯାଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ସେମାନେ ପାରସ୍ପରିକ ସମ୍ମତି ସହିତ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଦୁହେଁ ବ୍ରେକଅପ୍ ପରେ ମଧ୍ୟ ବନ୍ଧୁ ହୋଇ ରହିବେ। ଏହା ପରେ, ନବ୍ୟା ବ୍ରେକଅପ୍ ରୁ ମୁକ୍ତି ପାଇବା ପାଇଁ ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରୁଥିବା ପରି ଲାଗିଛି।
୨ ବର୍ଷ ପାଇଁ ଡେଟିଂ କରୁଥିଲେ
ଋଷିକେଶରେ ଉଭୟଙ୍କୁ ଏକାଠି ଦେଖିବା ପରେ ସେମାନଙ୍କ ରୋମାନ୍ସ ବିଷୟରେ କଳ୍ପନା ଜଳ୍ପନାର ଆରମ୍ଭ ହୋଇଥିଲା । ଉଭୟ ଛୁଟି କାଟିବାକୁ ଯାଇଥିଲେ । ସେଠାରୁ ଅନେକ ଫଟୋ ମଧ୍ୟ ସେୟାର କରିଥିଲେ । ପରସ୍ପରର ଘରେ ଆୟୋଜିତ ପାର୍ଟୀରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା।