ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍
ସୁନ୍ଦରଗଡ଼,୧୯ା୧: ସୁନ୍ଦରଗଡ଼ର ଜଣେ କୋଇଲା ବ୍ୟବସାୟୀଙ୍କ ଘରେ ଶୁକ୍ରବାର ରେଡ୍ ଚାଲିଛି। ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଏହି ରେଡ୍ ଚାଲିଛି। ଏକକାଳୀନ ସୁନ୍ଦରଗଡ଼, ରାଉରକେଲା ଏବଂ ବରଗଡ଼ରେ ଚଢ଼ାଉ ଚାଲିଛି। ଏହା ବ୍ୟତୀତ ଘର ଅଫିସ ଏବଂ ଫ୍ୟାକ୍ଟ୍ରିରେ ମଧ୍ୟ ଛାନ୍ଭିନ୍ ଚାଲିଛି। ଦୁଇଦିନ ହେଲା ଓଡ଼ିଶା ଏବଂ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି। The post ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍ appeared first on Dharitri Odia News.
ସୁନ୍ଦରଗଡ଼,୧୯ା୧: ସୁନ୍ଦରଗଡ଼ର ଜଣେ କୋଇଲା ବ୍ୟବସାୟୀଙ୍କ ଘରେ ଶୁକ୍ରବାର ରେଡ୍ ଚାଲିଛି। ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଏହି ରେଡ୍ ଚାଲିଛି। ଏକକାଳୀନ ସୁନ୍ଦରଗଡ଼, ରାଉରକେଲା ଏବଂ ବରଗଡ଼ରେ ଚଢ଼ାଉ ଚାଲିଛି। ଏହା ବ୍ୟତୀତ ଘର ଅଫିସ ଏବଂ ଫ୍ୟାକ୍ଟ୍ରିରେ ମଧ୍ୟ ଛାନ୍ଭିନ୍ ଚାଲିଛି। ଦୁଇଦିନ ହେଲା ଓଡ଼ିଶା ଏବଂ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି।
The post ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍ appeared first on Dharitri Odia News.