ବଢ଼ି ଚାଲିଛି ଅସନ୍ତୁଳନ

ବଢ଼ି_ଚାଲିଛି_କର୍ମକ୍ଷେତ୍ର_ଓ_ପାରିବାରିକ_ଜୀବନ_ଭିତରେ_ଅସନ୍ତୁଳନ ସମାଜରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ମଧ୍ୟରେ ଅସନ୍ତୁଳନ ଦିନକୁ ଦିନ ବଢ଼ି ଚାଲିଛି। ଏମିତିକି ଏଥିରୁ ବାଦ୍ ପଡ଼ିନାହାନ୍ତି, ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିକଟରେ ଓଟିଭିକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଅବସରରେ ଏହାକୁ ସ୍ବୀକାର କରିଛନ୍ତି ମୋହନ।

ବଢ଼ି ଚାଲିଛି ଅସନ୍ତୁଳନ
Array