ଭରତପୁର ଘଟଣାରେ ବିଜେଡିର ପ୍ରତିବାଦ, ମଙ୍ଗଳବାର ଦେଲା ୬ ଘଣ୍ଟିଆ ବନ୍ଦ ଡାକରା
ଭୁବନେଶ୍ୱର ୨୨।୦୯ : ଭରତପୁର ଘଟଣାରେ ବିଜେଡିର ପ୍ରତିବାଦ । ଘଟଣାକୁ ପ୍ରତିବାଦ କରି ବିଜୁ ଜନତା ଦଳ ପକ୍ଷରୁ ମଙ୍ଗଳବାର ଦିନ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ପ୍ରେସ୍ମିଟ୍ ଜରିଆରେ ବିଜେଡି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ମଙ୍ଗଳବାର ଦିନ ବିଜେଡି ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅଖ-ଚକ ବନ୍ଦ ଡାକରା ଦେଇଛି ବିଜେଡି । ଏହି ସମୟରେ ଅତ୍ୟାବଶ୍ୟକ ସେବା ଯେଭଳି ବ୍ୟାହତ ନହେବ । ସେଥି ପାଇଁ ଦୃଷ୍ଟି ଦେବାକୁ ବିଜେଡି କହିଛି । ଏହିସହିତ ଏହି ଘଟଣାରେ ଭୁବନେଶ୍ୱର ବାସିନ୍ଦା ସହଯୋଗ କରିବାକୁ ମଧ୍ୟ ଅପିଲ୍ କରିଛି ବିଜେଡି ।
ଭୁବନେଶ୍ୱର ୨୨।୦୯ : ଭରତପୁର ଘଟଣାରେ ବିଜେଡିର ପ୍ରତିବାଦ । ଘଟଣାକୁ ପ୍ରତିବାଦ କରି ବିଜୁ ଜନତା ଦଳ ପକ୍ଷରୁ ମଙ୍ଗଳବାର ଦିନ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ପ୍ରେସ୍ମିଟ୍ ଜରିଆରେ ବିଜେଡି ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଖବର ଅନୁଯାୟୀ, ମଙ୍ଗଳବାର ଦିନ ବିଜେଡି ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅଖ-ଚକ ବନ୍ଦ ଡାକରା ଦେଇଛି ବିଜେଡି । ଏହି ସମୟରେ ଅତ୍ୟାବଶ୍ୟକ ସେବା ଯେଭଳି ବ୍ୟାହତ ନହେବ । ସେଥି ପାଇଁ ଦୃଷ୍ଟି ଦେବାକୁ ବିଜେଡି କହିଛି । ଏହିସହିତ ଏହି ଘଟଣାରେ ଭୁବନେଶ୍ୱର ବାସିନ୍ଦା ସହଯୋଗ କରିବାକୁ ମଧ୍ୟ ଅପିଲ୍ କରିଛି ବିଜେଡି ।