ଭରତପୁର ଥାନା: ଏଣେତେଣେ ପଡ଼ିଥିବା ସିସିଟିଭକୁ ନେଇ ବଢ଼ୁଛି…

ଭୁବନେଶ୍ୱର,୨୩।୯: ଭରତପୁର ଥାନା ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ  ଥାନାରେ ଏଣେତେଣେ ପଡ଼ିଥିବା ସିସିଟିଭକୁ ନେଇ ରହସ୍ୟ ବଢ଼ୁଛି । ଗଦା ଗଦା ସିସିଟିଭି କ୍ୟାମେରା ଖୋଲା ଯାଇଛି। ତେବେ ଏହା ଆଗରୁ ଥିଲା ନା ଏବେ ଖୋଲା ଯାଇଛି? ତଳେ ପଡ଼ିଥିବା ସିସିଟିଭିକୁ ନେଇ ରହସ୍ୟ ବଢ଼ୁଛି ।  ପୂର୍ବରୁ ସିସିଟିଭି କଥାକୁ ନେଇ ବଭିନ୍ନ ପୋଲିସ ବିଭିନ୍ନ ମତ ଦେଇଥିଲେ। ବବର୍ତ୍ତମାନ ଥାନାରେ ନୂଆ ଆଇଆଇସି ପୂଜାପାଠ କରିଛନ୍ତି । କାର୍ଯ୍ୟରେ ଯୋଗଦେଇ ଯଜ୍ଞରେ […] The post ଭରତପୁର ଥାନା: ଏଣେତେଣେ ପଡ଼ିଥିବା ସିସିଟିଭକୁ ନେଇ ବଢ଼ୁଛି… appeared first on Dharitri Odia News.

ଭରତପୁର ଥାନା: ଏଣେତେଣେ ପଡ଼ିଥିବା ସିସିଟିଭକୁ ନେଇ ବଢ଼ୁଛି…
ଭୁବନେଶ୍ୱର,୨୩।୯: ଭରତପୁର ଥାନା ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ  ଥାନାରେ ଏଣେତେଣେ ପଡ଼ିଥିବା ସିସିଟିଭକୁ ନେଇ ରହସ୍ୟ ବଢ଼ୁଛି । ଗଦା ଗଦା ସିସିଟିଭି କ୍ୟାମେରା ଖୋଲା ଯାଇଛି। ତେବେ ଏହା ଆଗରୁ ଥିଲା ନା ଏବେ ଖୋଲା ଯାଇଛି? ତଳେ ପଡ଼ିଥିବା ସିସିଟିଭିକୁ ନେଇ ରହସ୍ୟ ବଢ଼ୁଛି ।  ପୂର୍ବରୁ ସିସିଟିଭି କଥାକୁ ନେଇ ବଭିନ୍ନ ପୋଲିସ ବିଭିନ୍ନ ମତ ଦେଇଥିଲେ।
ବବର୍ତ୍ତମାନ ଥାନାରେ ନୂଆ ଆଇଆଇସି ପୂଜାପାଠ କରିଛନ୍ତି । କାର୍ଯ୍ୟରେ ଯୋଗଦେଇ ଯଜ୍ଞରେ କର୍ତ୍ତା  ହୋଇବସିଛନ୍ତି ଆଇଆଇସି  ଦୀପକ ଖଣ୍ଡାୟତ ରାୟ।  ବ୍ରାହ୍ଣଣ ଆସି ପୂଜାପାଠ କରୁଛନ୍ତି। ମନ୍ତ୍ରୋଚାରଣ ଭିତରେ କମ୍ପୁଛି ଥାନା ପରିବେଶ। କିଛିଦିନ ହେଲା ଭରତପୁର ଥାନା ବିବାଦ ଘେରରେ ଥିବାବେଳେ, ଶାନ୍ତି ପ୍ରତିଷ୍ଠା ପାଇଁ ଯଜ୍ଞ କରୁଛନ୍ତି ନୂଆ ଭାରପାପ୍ତ ଆଇଆଇସି। ବ୍ରାହ୍ମଣ ନଜର ହଟାଇବାକୁ  ଲଙ୍କା ଲେମ୍ବୁ ଟାଙ୍ଗୁଥିବା ଦେଖିବାକୁ ମିଳିଛି।
ତେବେ ନୂଆ  ଆଇଆଇସି କହିଛନ୍ତି, ନୂଆ ଜଏନ କଲି, ମାନସିକ ଶାନ୍ତି ପାଇଁ ପୂଜା କରୁଥିବା କହିଛନ୍ତି।

The post ଭରତପୁର ଥାନା: ଏଣେତେଣେ ପଡ଼ିଥିବା ସିସିଟିଭକୁ ନେଇ ବଢ଼ୁଛି… appeared first on Dharitri Odia News.