ଭାଜପା କହେ, ପାରେନାହିଁ: ନବୀନ
ନୂଆଦିଲ୍ଲୀ,୨୯ା୫: ଭାରତୀୟ ଜନତା ପାର୍ଟି (ଭାଜପା) କେବଳ କହିଥାଏ, କିନ୍ତୁ ପାରି ନ ଥାଏ। ଭାଜପା ପୂର୍ବରୁ କର୍ନାଟକରେ ସରକାର ଗଢ଼ିବ ବୋଲି ଦାବି କରିଥିଲା। ହେଲେ ଏଥିରେ ବିଫଳ ହୋଇଥିଲା। ଭାଜପା ନେତାମାନେ ତେଲଙ୍ଗାନାରେ ସରକାର ଗଢ଼ିବୁ ବୋଲି କହି ବିଫଳ ହୋଇଥିଲେ। ସେହିପରି ହିମାଚଳ ପ୍ରଦେଶରେ ସେମାନେ ଅନୁରୂପ ଦୃଢ଼ୋକ୍ତି ପ୍ରକାଶ କରି ବିଫଳ ହୋଇଥିଲେ। ଓଡ଼ିଶା ନିର୍ବାଚନରେ ମଧ୍ୟ ସେମାନଙ୍କ ପରାଜୟର ଧାରା ଜାରି ରହିବ ବୋଲି ମଙ୍ଗଳବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ […] The post ଭାଜପା କହେ, ପାରେନାହିଁ: ନବୀନ appeared first on Dharitri Odia News.
ନୂଆଦିଲ୍ଲୀ,୨୯ା୫: ଭାରତୀୟ ଜନତା ପାର୍ଟି (ଭାଜପା) କେବଳ କହିଥାଏ, କିନ୍ତୁ ପାରି ନ ଥାଏ। ଭାଜପା ପୂର୍ବରୁ କର୍ନାଟକରେ ସରକାର ଗଢ଼ିବ ବୋଲି ଦାବି କରିଥିଲା। ହେଲେ ଏଥିରେ ବିଫଳ ହୋଇଥିଲା। ଭାଜପା ନେତାମାନେ ତେଲଙ୍ଗାନାରେ ସରକାର ଗଢ଼ିବୁ ବୋଲି କହି ବିଫଳ ହୋଇଥିଲେ। ସେହିପରି ହିମାଚଳ ପ୍ରଦେଶରେ ସେମାନେ ଅନୁରୂପ ଦୃଢ଼ୋକ୍ତି ପ୍ରକାଶ କରି ବିଫଳ ହୋଇଥିଲେ। ଓଡ଼ିଶା ନିର୍ବାଚନରେ ମଧ୍ୟ ସେମାନଙ୍କ ପରାଜୟର ଧାରା ଜାରି ରହିବ ବୋଲି ମଙ୍ଗଳବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଏବଂ ଭାଜପା ନେତାମାନେ ଓଡ଼ିଶାରେ ସରକାର ଗଠନ କରିବେ ଓ ସେମାନଙ୍କ ଦଳର ଜଣେ ନେତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଦାବି କରୁଥିବାବେଳେ ନବୀନ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ସାକ୍ଷାତ୍କାର ଦେଇ ଏଭଳି ଜବାବ ରଖିଛନ୍ତି।
The post ଭାଜପା କହେ, ପାରେନାହିଁ: ନବୀନ appeared first on Dharitri Odia News.