ଭାଜପା ଯେତେ ମିଛ କହିଛି, ପୂରା ବ୍ରହ୍ମାଣ୍ଡରେ ସେତେ ମିଛ କେହି କହିନାହାନ୍ତି: ଅଖିଳେଶ
ଲକ୍ଷ୍ନୌ,୩୧।୩: ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବାକ୍ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ଏହି କ୍ରମରେ ରବିବାର ଏସପି ମୁଖ୍ୟ ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି। ଭାଜପା ଶାସନ ଗାଦିରୁ ଏଥର ଯାଉଛି, ସେଥିପାଇଁ ତାର ଚିନ୍ତା ବଢିଛି ବୋଲି ଅଖିଳେଶ କହିଛନ୍ତି। ଏସପି ମୁଖ୍ୟ କହିଛନ୍ତି, ଭାଜପା ଯେତେ ମିଛ କହିଛି, ପୂରା ବ୍ରହ୍ମାଣ୍ଡରେ ସେତେ ମିଛ କେହି କହିନାହାନ୍ତି। ଦୁର୍ନିତୀ ଦୂର ନାଁରେ ଭାଜପା ନେତାଙ୍କୁ ଜେଲ୍ରେ ପୂରାଉଛି। ଯଦି ବିରୋଧୀଙ୍କ ସମସ୍ତ […] The post ଭାଜପା ଯେତେ ମିଛ କହିଛି, ପୂରା ବ୍ରହ୍ମାଣ୍ଡରେ ସେତେ ମିଛ କେହି କହିନାହାନ୍ତି: ଅଖିଳେଶ appeared first on Dharitri Odia News.
ଲକ୍ଷ୍ନୌ,୩୧।୩: ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବାକ୍ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ଏହି କ୍ରମରେ ରବିବାର ଏସପି ମୁଖ୍ୟ ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି। ଭାଜପା ଶାସନ ଗାଦିରୁ ଏଥର ଯାଉଛି, ସେଥିପାଇଁ ତାର ଚିନ୍ତା ବଢିଛି ବୋଲି ଅଖିଳେଶ କହିଛନ୍ତି।
ଏସପି ମୁଖ୍ୟ କହିଛନ୍ତି, ଭାଜପା ଯେତେ ମିଛ କହିଛି, ପୂରା ବ୍ରହ୍ମାଣ୍ଡରେ ସେତେ ମିଛ କେହି କହିନାହାନ୍ତି। ଦୁର୍ନିତୀ ଦୂର ନାଁରେ ଭାଜପା ନେତାଙ୍କୁ ଜେଲ୍ରେ ପୂରାଉଛି। ଯଦି ବିରୋଧୀଙ୍କ ସମସ୍ତ ଲୋକଙ୍କ ବିରୋଧରେ ଅଭିଯୋଗ ହେଉଛି। ଉତ୍ତରପ୍ରଦେଶକୁ ଲୁଟ କରୁଥିବା ଭାରତୀୟ ଜନତା ପାର୍ଟି, ରାଜ୍ୟରେ ଏହା କିପରି ଦୁର୍ନୀତି କରୁଛି, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ନାହିଁ? ପୋଲିସ ଭାଜପା ବିଧାୟକଙ୍କ ପରିବାରର ଜଣେ ମହିଳା ସଦସ୍ୟଙ୍କୁ ନିର୍ଯାତନା ଦେଇଥିଲା ଯେ ବିଧାୟକ ଏକ ଧର୍ମଘଟରେ ବସିଛନ୍ତି, ଭାଜପା ଏ ବିଷୟରେ କ’ଣ କହିବ ବୋଲି ସେ ପ୍ରଶ୍ନ କରିଛନ୍ତି।
The post ଭାଜପା ଯେତେ ମିଛ କହିଛି, ପୂରା ବ୍ରହ୍ମାଣ୍ଡରେ ସେତେ ମିଛ କେହି କହିନାହାନ୍ତି: ଅଖିଳେଶ appeared first on Dharitri Odia News.