ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ : ଧର୍ମଶାଳାରେ ବୋଲରଙ୍କ ଜଲଓ୍ୱା, ୨୧୮ରନ୍ରେ ଷ୍ଟୋକ୍ସ ବାହିନୀ ଅଲ୍ଆଉଟ୍
ଧର୍ମଶାଳା ୦୭।୦୩ : ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ । ଧର୍ମଶାଳାରେ କମାଲ୍ କଲେ ଭାରତୀୟ ବୋଲର । ସିରିଜ୍ର ଅନ୍ତିମ ମ୍ୟାଚ୍ର ପ୍ରଥମ ଇଂନିସରେ ୨୧୮ରନ୍ରେ ଅଲ୍ଆଉଟ୍ ହେଲା ଇଂଲଣ୍ଡ ଟିମ୍ । ଭ୍ରମଣକାରୀ ଦଳର ଜ୍ୟାକ୍ କ୍ରଲି ସର୍ବାଧିକ ୭୯ ରନ୍ କରିଛନ୍ତି । ସେପଟେ ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୫ଟି ଓ୍ୱିକେଟ୍ ନେଇଛନ୍ତି ।wp:html5TH Test. WICKET! 57.4: James Anderson 0(3) ct Devdutt Padikkal b Ravichandran Ashwin, England 218 all out https://t.co/jnMticFE4K #INDvENG @IDFCFIRSTBank— BCCI (@BCCI) March 7, 2024/wp:htmlପଞ୍ଚମ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଟିମ୍ । ଦଳ ପ୍ରଥମରୁ ଭଲ ଆରମ୍ଭ କରିଥିଲେ ସୁଦ୍ଧା ମିଡିଲ୍ ଅର୍ଡର ଦକ୍ଷତା ଅନୁସାରେ କରିପାରିନଥିଲା ପ୍ରଦର୍ଶନ । ଆଉ ଭାରତୀୟ ବୋଲରଙ୍କୁ ସାମ୍ନା କରିବାରେ ମାରିଥିଲା ବିଫଳ । ଖାସ୍ କରି ସ୍ପିନ ଯାଦୁରେ ଫସିଥିଲେ ଷ୍ଟୋକ୍ସ ବାହିନୀ । ଦଳ ପକ୍ଷରୁ ଜ୍ୟାକ୍ କ୍ରଲି ସର୍ବାଧିକ ୭୯ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ଆଖିଦୃଶିଆ ସ୍କୋର କରିପାରିନଥିଲେ । ଦଳର ୪ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁପାରିନଥିଲେ ।wp:embed {"url":"https://www.prameyanews7.com/india-and-england-5th-test-match-played-in-dharmasala-cricket-ground/
ଧର୍ମଶାଳା ୦୭।୦୩ : ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ । ଧର୍ମଶାଳାରେ କମାଲ୍ କଲେ ଭାରତୀୟ ବୋଲର । ସିରିଜ୍ର ଅନ୍ତିମ ମ୍ୟାଚ୍ର ପ୍ରଥମ ଇଂନିସରେ ୨୧୮ରନ୍ରେ ଅଲ୍ଆଉଟ୍ ହେଲା ଇଂଲଣ୍ଡ ଟିମ୍ । ଭ୍ରମଣକାରୀ ଦଳର ଜ୍ୟାକ୍ କ୍ରଲି ସର୍ବାଧିକ ୭୯ ରନ୍ କରିଛନ୍ତି । ସେପଟେ ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୫ଟି ଓ୍ୱିକେଟ୍ ନେଇଛନ୍ତି ।
wp:html
5TH Test. WICKET! 57.4: James Anderson 0(3) ct Devdutt Padikkal b Ravichandran Ashwin, England 218 all out https://t.co/jnMticFE4K #INDvENG @IDFCFIRSTBank— BCCI (@BCCI) March 7, 2024
/wp:html
ପଞ୍ଚମ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଟିମ୍ । ଦଳ ପ୍ରଥମରୁ ଭଲ ଆରମ୍ଭ କରିଥିଲେ ସୁଦ୍ଧା ମିଡିଲ୍ ଅର୍ଡର ଦକ୍ଷତା ଅନୁସାରେ କରିପାରିନଥିଲା ପ୍ରଦର୍ଶନ । ଆଉ ଭାରତୀୟ ବୋଲରଙ୍କୁ ସାମ୍ନା କରିବାରେ ମାରିଥିଲା ବିଫଳ । ଖାସ୍ କରି ସ୍ପିନ ଯାଦୁରେ ଫସିଥିଲେ ଷ୍ଟୋକ୍ସ ବାହିନୀ । ଦଳ ପକ୍ଷରୁ ଜ୍ୟାକ୍ କ୍ରଲି ସର୍ବାଧିକ ୭୯ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ଆଖିଦୃଶିଆ ସ୍କୋର କରିପାରିନଥିଲେ । ଦଳର ୪ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁପାରିନଥିଲେ ।
wp:embed {"url":"https://www.prameyanews7.com/india-and-england-5th-test-match-played-in-dharmasala-cricket-ground/","type":"wp-embed","providerNameSlug":"prameya-news-7"}
/wp:embed
ସେପଟେ ଧର୍ମଶାଳାରେ ଦେଖିବାକୁ ମିଳିଥିଲା ଭାରତୀୟ ବୋଲରଙ୍କ ଦବ୍ଦବା । ଦଳ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୫ଟି ଓ୍ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ୪ଟି ଶିକାର କରିଛନ୍ତି । ତାଙ୍କ ପଛକୁ ରବିନ୍ଦ୍ର ଜାଡେଜା ମାତ୍ର ଗୋଟିଏ ଓ୍ୱିକେଟ୍ ନେଇଛନ୍ତି । ବାକି ସିରାଜ ଓ ବୁମ୍ରାହଙ୍କ ଖାତାରେ କୌଣସି ଓ୍ୱିକେଟ୍ ଆସିନାହିଁ ।
ସୂଚନାଯୋଗ୍ୟ ଯେ, ୫ ଟିକିଆ ସିରିଜ୍କୁ ଭାରତ ପୂର୍ବରୁ ଜିତିସାରିଛି । ଭାରତୀୟ ଟିମ୍ ଏବେ ସିରିଜ୍କୁ ୩-୧ରେ କବ୍ଜା କରିଛି । ତେଣୁ ଏହି ମ୍ୟାଚ୍ ଜିତି ସିରିଜ୍କୁ ୪-୧ରେ ହାତେଇବାକୁ ଟାର୍ଗେଟ ରଖିଛି । ସେପଟେ ସିରିଜ୍ରେ ଶେଷ ବିଜୟ ସହ ଇଂଲଣ୍ଡ ସ୍ୱଦେଶ ଫେରିବ ବୋଲି ଆଶା ରଖିଛି । ଅନ୍ୟପଟେ ଧର୍ମଶାଳା ଟେଷ୍ଟରେ ପଦାର୍ପଣ କରିଛନ୍ତି ଦେବବତ୍ତ ପାଡିକଲ୍।
wp:embed {"url":"https://www.prameyanews7.com/rakul-is-ready-to-return-to-work-after-marriage/","type":"wp-embed","providerNameSlug":"prameya-news-7"}
/wp:embed