ଭାରତ ମା’ ଲୋ ମୁଁ ତୋ ପୁଅ କହୁଛି...

ପୂରା ଭାରତ ପାଇଁ ମୁଁ ସିନା ଯବାନ । ହେଲେ ମୁଁ କେବଳ ମା’ ଲୋ ତୋ ସନ୍ତାନ । ଛାଡ଼ିବିନି, ଶତ୍ରୁତାର ଶେଷ ସୀମା ଲଙ୍ଘିସାରିଛି ପାକିସ୍ତାନ । ତୋ କୋଳରୁ ୨୬ ଜଣ ସନ୍ତାନଙ୍କୁ କିଲ୍‌ବିଲ୍‌ କରି ମାରିଛି ।

ଭାରତ ମା’ ଲୋ ମୁଁ ତୋ ପୁଅ କହୁଛି...
Array