ଭାରତର ପୂର୍ବତନ ମୁଖ୍ୟ ଚୟନକର୍ତ୍ତାଙ୍କ ବଡ଼ ବୟାନ୍‌, ଶୁଭମନ୍‌ ଗିଲ୍‌ କ୍ୟାପ୍ଟେନ୍‌ରେ ପାସ୍‌, ହେଲେ…

ନୂଆଦିଲ୍ଲୀ, ୧୬।୦୭: ଜିମ଼୍ବାୱେ ବିପକ୍ଷରେ ଖେଳା ଯାଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଶୁଭମନ ଗିଲ୍‌ ଭାରତୀୟ ଦଳର କ୍ୟାପ୍ଟେନ୍‌ ରହିଥିଲେ । ସିରିଜର ପ୍ରଥମରେ ପରାଜୟ ପରେ ଦଳ ଫର୍ମକୁ ଫେରିଥିଲା ଦ଼୍ବିତୀୟ ମ୍ୟାଚ୍‌ରରୁ ଦଳ ଲଗାତାର ଜିମ଼୍ବାୱେକୁ ହରାଇ ୪-୧ରେ ସିରିଜ୍‌ କବ୍‌ଜା କରିଥିଲା । ଏହାକୁ ନେଇ ବିସିସିଆଇର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ସବା କରିମ୍‌ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଶୁଭମନଙ୍କ ଅଧିନାୟକତ଼୍ବରେ ପ୍ରଭାବିତ ହୋଇଛନ୍ତି । କିନ୍ତୁ […] The post ଭାରତର ପୂର୍ବତନ ମୁଖ୍ୟ ଚୟନକର୍ତ୍ତାଙ୍କ ବଡ଼ ବୟାନ୍‌, ଶୁଭମନ୍‌ ଗିଲ୍‌ କ୍ୟାପ୍ଟେନ୍‌ରେ ପାସ୍‌, ହେଲେ… appeared first on Dharitri Odia News.

ଭାରତର ପୂର୍ବତନ ମୁଖ୍ୟ ଚୟନକର୍ତ୍ତାଙ୍କ ବଡ଼ ବୟାନ୍‌, ଶୁଭମନ୍‌ ଗିଲ୍‌ କ୍ୟାପ୍ଟେନ୍‌ରେ ପାସ୍‌, ହେଲେ…

ନୂଆଦିଲ୍ଲୀ, ୧୬।୦୭: ଜିମ଼୍ବାୱେ ବିପକ୍ଷରେ ଖେଳା ଯାଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଶୁଭମନ ଗିଲ୍‌ ଭାରତୀୟ ଦଳର କ୍ୟାପ୍ଟେନ୍‌ ରହିଥିଲେ । ସିରିଜର ପ୍ରଥମରେ ପରାଜୟ ପରେ ଦଳ ଫର୍ମକୁ ଫେରିଥିଲା ଦ଼୍ବିତୀୟ ମ୍ୟାଚ୍‌ରରୁ ଦଳ ଲଗାତାର ଜିମ଼୍ବାୱେକୁ ହରାଇ ୪-୧ରେ ସିରିଜ୍‌ କବ୍‌ଜା କରିଥିଲା । ଏହାକୁ ନେଇ ବିସିସିଆଇର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ସବା କରିମ୍‌ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଶୁଭମନଙ୍କ ଅଧିନାୟକତ଼୍ବରେ ପ୍ରଭାବିତ ହୋଇଛନ୍ତି । କିନ୍ତୁ ଜଣେ ପ୍ରତିଭାଶାଳୀ ଓପନର ଭାବେ ତାଙ୍କର ନିରନ୍ତରତାରେ କମି ରହିଥିବା ସେ କହିଛନ୍ତି ।

ଗିଲ୍‌ ୫ ମ୍ୟାାଚ ଖେଳି ୧୭୦ ରନ୍‌ କରିଛନ୍ତି । ଏଥିସହିତ ସେ ସିରଜରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି । ହେଲେ ସେ ବୋଲିଂରେ ସେତେଟା ସଫଳ ନୁହନ୍ତି । ସେ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ସିରିଜର ସମସ୍ତ ମ୍ୟାଚ୍‌ ଖେଳିଛନ୍ତି । କିନ୍ତୁ ଜଳସ଼୍ବୀ ଜୟସୱାଲ ଏବଂ ରୁତୁରାଜ ଗାୟକୱାଡ଼ଙ୍କ ଭଳି ଖେଳାଳି କମ୍‌ ପାଳି ଖେଳି ତାଙ୍କ ଠାରୁ ଅଧିକ ପ୍ରଭାବଶାଳୀ ବ୍ୟାଟିଂ କରିଥିବା ସେ କହିଛନ୍ତି ।

The post ଭାରତର ପୂର୍ବତନ ମୁଖ୍ୟ ଚୟନକର୍ତ୍ତାଙ୍କ ବଡ଼ ବୟାନ୍‌, ଶୁଭମନ୍‌ ଗିଲ୍‌ କ୍ୟାପ୍ଟେନ୍‌ରେ ପାସ୍‌, ହେଲେ… appeared first on Dharitri Odia News.