ଭାରତର ସିରିଜ କ୍ଲିନ ସୁଇପ: ୧୪୨ ରନରେ ଇଂଲଣ୍ଡକୁ ହରାଇଲା ଟିମ ଇଣ୍ଡିଆ
ସମୟ ବ୍ୟୁରୋ :ଭାରତର ସିରିଜ କ୍ଲିନ ସୁଇପ।୧୪୨ ରନରେ ଇଂଲଣ୍ଡକୁ ହରାଇଲା ଟିମ ଇଣ୍ଡିଆ। ୩୪.୨ ଓଭରରେ ଅଲଆଉଟ ହେଲା ଭ୍ରମଣକାରୀ ଦଳ ଇଂଲଣ୍ଡ। ତୃତୀୟ ଦିନିକିଆରେ ଭାରତର ବିଜୟ ହୋଇଛି। ପୂର୍ବରୁ ଖେଳା ଯାଇଥିବା ୨ଟି ଯାକ ଦିନିକିଆରେ ଭାରତର ବିଜୟ ହୋଇଥିବା ବେଳେ ଆଜି ଅହମଦ୍ଦାବାଦରେ ଖେଳା ଯାଇଥିବା ତୃତୀୟ ଦିନିକିଆରେ ଭାରତ ଜିତିଛି। ଇଂଲଣ୍ଡ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ବ୍ୟାଟିଂ କରି ୩୫୬ରନର ଟାର୍ଗେଟ ଦେଇଥିଲା। ସୁବମନ ଗିଲ […]

ସମୟ ବ୍ୟୁରୋ :ଭାରତର ସିରିଜ କ୍ଲିନ ସୁଇପ।୧୪୨ ରନରେ ଇଂଲଣ୍ଡକୁ ହରାଇଲା ଟିମ ଇଣ୍ଡିଆ। ୩୪.୨ ଓଭରରେ ଅଲଆଉଟ ହେଲା ଭ୍ରମଣକାରୀ ଦଳ ଇଂଲଣ୍ଡ। ତୃତୀୟ ଦିନିକିଆରେ ଭାରତର ବିଜୟ ହୋଇଛି। ପୂର୍ବରୁ ଖେଳା ଯାଇଥିବା ୨ଟି ଯାକ ଦିନିକିଆରେ ଭାରତର ବିଜୟ ହୋଇଥିବା ବେଳେ ଆଜି ଅହମଦ୍ଦାବାଦରେ ଖେଳା ଯାଇଥିବା ତୃତୀୟ ଦିନିକିଆରେ ଭାରତ ଜିତିଛି। ଇଂଲଣ୍ଡ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ବ୍ୟାଟିଂ କରି ୩୫୬ରନର ଟାର୍ଗେଟ ଦେଇଥିଲା। ସୁବମନ ଗିଲ ଆଜି ଶତକୀୟ ପାଲି ଖେଳିଥିଲେ। ବିରାଟ ଓ ଶ୍ରେୟସ ଆୟାର ମଧ୍ୟ ଅର୍ଦ୍ଧ ଶତକୀୟ ପାଲି ଖେଳିଥିଲେ।