ଭାଲେଣ୍ଟାଇନ୍ସ ଡେ’ରେ ପ୍ରିୟତମାଙ୍କୁ ଗଳାକାଟି ହତ୍ୟା,ରକ୍ତ ଜୁଡୁବୁଡୁ…
କଟକ,୧୪।୨:ସିଲଭର ସିଟିରେ ଚାଞ୍ଚଲ୍ୟ, ମହିଳାଙ୍କୁ ଗଳାକାଟି ବୀଭତ୍ସ ହତ୍ୟା। କଟକ ପୋତାପୋଖରୀ ଗାନ୍ଧିପଲ୍ଲୀ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘର ଭିତରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି । ମୃତ ମହିଳା ଜଣକ ହେଲେ ପ୍ରିୟତମା ଦଳେଇ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସନ୍ତୋଷ ସିହ୍ନା ନାମକ ବ୍ୟକ୍ତି ପ୍ରିୟତମାଙ୍କୁ ପନିକିରେ ଆକ୍ରମଣ କରି ହତ୍ୟା କରିବା ପରେ ଫେରାର ଥିବା ଜଣାପଡିଛି। ସେପଟେ ଅଭିଯୁକ୍ତ ପୁଅ ଅଧିକାଂଶ […] The post ଭାଲେଣ୍ଟାଇନ୍ସ ଡେ’ରେ ପ୍ରିୟତମାଙ୍କୁ ଗଳାକାଟି ହତ୍ୟା,ରକ୍ତ ଜୁଡୁବୁଡୁ… appeared first on Dharitri Odia News.
କଟକ,୧୪।୨:ସିଲଭର ସିଟିରେ ଚାଞ୍ଚଲ୍ୟ, ମହିଳାଙ୍କୁ ଗଳାକାଟି ବୀଭତ୍ସ ହତ୍ୟା। କଟକ ପୋତାପୋଖରୀ ଗାନ୍ଧିପଲ୍ଲୀ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘର ଭିତରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି । ମୃତ ମହିଳା ଜଣକ ହେଲେ ପ୍ରିୟତମା ଦଳେଇ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସନ୍ତୋଷ ସିହ୍ନା ନାମକ ବ୍ୟକ୍ତି ପ୍ରିୟତମାଙ୍କୁ ପନିକିରେ ଆକ୍ରମଣ କରି ହତ୍ୟା କରିବା ପରେ ଫେରାର ଥିବା ଜଣାପଡିଛି। ସେପଟେ ଅଭିଯୁକ୍ତ ପୁଅ ଅଧିକାଂଶ ସମୟରେ ନିଶା ସେବନ କରି ଘରେ ଝଗଡ଼ା କରେ ବୋଲି ବାପା ନଗେନ୍ଦ୍ର ସିହ୍ନା କହିଛନ୍ତି। ପୋଲିସ ଏ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି।
The post ଭାଲେଣ୍ଟାଇନ୍ସ ଡେ’ରେ ପ୍ରିୟତମାଙ୍କୁ ଗଳାକାଟି ହତ୍ୟା,ରକ୍ତ ଜୁଡୁବୁଡୁ… appeared first on Dharitri Odia News.