ଭିକେ ପାଣ୍ଡିଆନ୍‌ଙ୍କ ଦୃଢୋକ୍ତି, ପ୍ରଥମ ପର୍ଯ୍ୟାୟରେ ବିଜେଡି ୨୮ରୁ ୨୪ ଆସନରେ ଜିତିବ ବିଜେଡି...

ଭୁବନେଶ୍ୱର ୧୪।୦୫ : ରାଜ୍ୟରେ ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଏହି ନିର୍ବାଚନରେ ବିଜେଡି ଜିତିବ ଅଧିକ ସିଟ୍‌ ଜିତିବ ବୋଲି କହିଛନ୍ତି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ୍‌ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏଥିରେ ଲୋକେ ବିଜେଡିକୁ ବହୁମାତ୍ରାରେ ସମର୍ଥନ କରିଛନ୍ତି । ଯାହାଫଳରେ ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୮ ବିଧାନସଭା ଆସନରୁ ୨୪ସିଟ୍‌ରେ ଜିତିବ ବିଜେଡି ।  ଗତଥର ୨୦ଟି ଆସନରେ ବିଜୟୀ ହୋଇଥିଲୁ ।କିନ୍ତୁ ଏଥର ଆମକୁ ଅଧିକ ସିଟ୍‌ ମିଳିବ । ୪ଟି ଆସନ ଅଧିକା ମାନେ ୨୪ଟି ଆସନରେ ବିଜୟୀ ହେବ ବିଜେଡି । ଏହାସହିତ ରାଜ୍ୟରେ ୪ଟି ପର୍ଯ୍ୟାୟରେ ବିଜେଡି କ୍ଲିନ୍ ସ୍ବିପ୍ କରିବ । ଏବେ ରାଜ୍ୟରେ ଅଛି ନବୀନ ୱେଭ୍ । ‘ମୁଖ୍ୟମନ୍ତ୍ରୀଙ୍କ ଭଲ କାମ ଓ ଲୋକପ୍ରିୟତା ପାଇଁ ଦଳ ଜିତିବ । ଚଳିତ ନିର୍ବାଚନରେ ଲୋକସଭାରେ ପୂର୍ବ ତୁଳନାରେ ଅଧିକ ସିଟ୍ ଜିତିବୁ । 

ଭିକେ ପାଣ୍ଡିଆନ୍‌ଙ୍କ ଦୃଢୋକ୍ତି, ପ୍ରଥମ ପର୍ଯ୍ୟାୟରେ ବିଜେଡି ୨୮ରୁ ୨୪ ଆସନରେ ଜିତିବ ବିଜେଡି...

ଭୁବନେଶ୍ୱର ୧୪।୦୫ : ରାଜ୍ୟରେ ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଏହି ନିର୍ବାଚନରେ ବିଜେଡି ଜିତିବ ଅଧିକ ସିଟ୍‌ ଜିତିବ ବୋଲି କହିଛନ୍ତି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ୍‌ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏଥିରେ ଲୋକେ ବିଜେଡିକୁ ବହୁମାତ୍ରାରେ ସମର୍ଥନ କରିଛନ୍ତି । ଯାହାଫଳରେ ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୮ ବିଧାନସଭା ଆସନରୁ ୨୪ସିଟ୍‌ରେ ଜିତିବ ବିଜେଡି ।  ଗତଥର ୨୦ଟି ଆସନରେ ବିଜୟୀ ହୋଇଥିଲୁ ।କିନ୍ତୁ ଏଥର ଆମକୁ ଅଧିକ ସିଟ୍‌ ମିଳିବ । ୪ଟି ଆସନ ଅଧିକା ମାନେ ୨୪ଟି ଆସନରେ ବିଜୟୀ ହେବ ବିଜେଡି । ଏହାସହିତ ରାଜ୍ୟରେ ୪ଟି ପର୍ଯ୍ୟାୟରେ ବିଜେଡି କ୍ଲିନ୍ ସ୍ବିପ୍ କରିବ । ଏବେ ରାଜ୍ୟରେ ଅଛି ନବୀନ ୱେଭ୍ । ‘ମୁଖ୍ୟମନ୍ତ୍ରୀଙ୍କ ଭଲ କାମ ଓ ଲୋକପ୍ରିୟତା ପାଇଁ ଦଳ ଜିତିବ । ଚଳିତ ନିର୍ବାଚନରେ ଲୋକସଭାରେ ପୂର୍ବ ତୁଳନାରେ ଅଧିକ ସିଟ୍ ଜିତିବୁ ।