ଭିଜିଲାନ୍ସ ଜାଲରେ ଲଖନପୁର ପୂର୍ବତନ ପେସ୍କ ସଂପାଦକ, ୩୧ ଲକ୍ଷ ୪୭ ହଜାର ୬୮୫ ଟଙ୍କା ଦୁରୁପଯୋଗ

ବରଗଡ଼ : ଭିଜିଲାନ୍ସ ଜାଲରେ ଲଖନପୁର ପୂର୍ବତନ ପେସ୍କ ସଂପାଦକ । ସମ୍ବଲପୁର ଭିଜିଲାନ୍ସ ହାତରେ ଧରା ପଡିଲେ ପୂର୍ବତନ ସଂପାଦକ ଧୃବ ଚରଣ ସାହୁ । ଲଖମରା ପେସ୍କରେ ଟଙ୍କା ଦୁରୁପଯୋଗ ହୋଇଥିବା ଅଭିଯୋଗରେ ଗିରଫ ହେଲେ ଧୃବ ଚରଣ ସାହୁ । ଧୃବ ଚରଣ ସାହୁ ୩୧ ଲକ୍ଷ ୪୭ ହଜାର ୬୮୫ ଟଙ୍କା ଦୁରୁପଯୋଗ କରିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି ।  ଗିରଫ ପରେ ବରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ […] The post ଭିଜିଲାନ୍ସ ଜାଲରେ ଲଖନପୁର ପୂର୍ବତନ ପେସ୍କ ସଂପାଦକ, ୩୧ ଲକ୍ଷ ୪୭ ହଜାର ୬୮୫ ଟଙ୍କା ଦୁରୁପଯୋଗ appeared first on KNews Odisha.

ଭିଜିଲାନ୍ସ ଜାଲରେ ଲଖନପୁର ପୂର୍ବତନ ପେସ୍କ ସଂପାଦକ, ୩୧ ଲକ୍ଷ ୪୭ ହଜାର ୬୮୫ ଟଙ୍କା ଦୁରୁପଯୋଗ
Baragada

ବରଗଡ଼ : ଭିଜିଲାନ୍ସ ଜାଲରେ ଲଖନପୁର ପୂର୍ବତନ ପେସ୍କ ସଂପାଦକ । ସମ୍ବଲପୁର ଭିଜିଲାନ୍ସ ହାତରେ ଧରା ପଡିଲେ ପୂର୍ବତନ ସଂପାଦକ ଧୃବ ଚରଣ ସାହୁ । ଲଖମରା ପେସ୍କରେ ଟଙ୍କା ଦୁରୁପଯୋଗ ହୋଇଥିବା ଅଭିଯୋଗରେ ଗିରଫ ହେଲେ ଧୃବ ଚରଣ ସାହୁ । ଧୃବ ଚରଣ ସାହୁ ୩୧ ଲକ୍ଷ ୪୭ ହଜାର ୬୮୫ ଟଙ୍କା ଦୁରୁପଯୋଗ କରିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି ।  ଗିରଫ ପରେ ବରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାଲାଣ। ଭିଜିଲାନ୍ସ ଏ ନେଇ ତଦନ୍ତ ଜାରି ରଖିଛି।

 

The post ଭିଜିଲାନ୍ସ ଜାଲରେ ଲଖନପୁର ପୂର୍ବତନ ପେସ୍କ ସଂପାଦକ, ୩୧ ଲକ୍ଷ ୪୭ ହଜାର ୬୮୫ ଟଙ୍କା ଦୁରୁପଯୋଗ appeared first on KNews Odisha.