ଭିଜିଲାନ୍ସ ଜାଲରେ ୮ ମାସରେ ୫୦ ଜଣ ସରକାରୀ ବାବୁ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦୁର୍ନୀତିଖୋର ବାବୁଙ୍କ ବିରୋଧରେ ସରକାରଙ୍କ କଡ଼ା ଆଭିମୁଖ୍ୟ । ୮ ମାସରେ ୫୦ ଜଣ ବାବୁଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି । ସେଥିରୁ ପ୍ରାୟ ୧୧୭ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଜବତ ହୋଇଛି । ୧୧ ଅଧିକାରୀଙ୍କଠାରୁ ୪ କୋଟିରୁ ଅଧିକ ସମ୍ପତ୍ତି ଜବତ ହୋଇଛି । ୧୩ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୯ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ରାଜ୍ୟରେ ୩,୬୯୨ଟି ଭିଜିଲାନ୍ସ […]

ଭିଜିଲାନ୍ସ ଜାଲରେ ୮ ମାସରେ ୫୦ ଜଣ ସରକାରୀ ବାବୁ – ମୁଖ୍ୟମନ୍ତ୍ରୀ
ଭିଜିଲାନ୍ସ ଜାଲରେ ୮ ମାସରେ ୫୦ ଜଣ ସରକାରୀ ବାବୁ - ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦୁର୍ନୀତିଖୋର ବାବୁଙ୍କ ବିରୋଧରେ ସରକାରଙ୍କ କଡ଼ା ଆଭିମୁଖ୍ୟ । ୮ ମାସରେ ୫୦ ଜଣ ବାବୁଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି । ସେଥିରୁ ପ୍ରାୟ ୧୧୭ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଜବତ ହୋଇଛି । ୧୧ ଅଧିକାରୀଙ୍କଠାରୁ ୪ କୋଟିରୁ ଅଧିକ ସମ୍ପତ୍ତି ଜବତ ହୋଇଛି । ୧୩ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୯ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ରାଜ୍ୟରେ ୩,୬୯୨ଟି ଭିଜିଲାନ୍ସ ମାମଲା ବିଚାରଧୀନ ଅଛି । ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି ।