ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣଙ୍କ ବିରୋଧରେ ହାଇକୋର୍ଟ ଗଲେ ଭାଜପା ନେତା ଜଗନ୍ନାଥ
ଭୁବନେଶ୍ୱର,୧୮।୭: ହାଇକୋର୍ଟ ଗଲେ ଭୁବନେଶ୍ବର ମଧ୍ୟ ଭାଜପା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ନିର୍ବାଚନୀ ମାମଲା ରୁଜୁ କରିଛନ୍ତି। ଭୋଟ ଗଣତିରେ ବ୍ୟାପକ ଜାଲିଆତି ଅଭିଯୋଗ କରି ପିଟିଶନ ଦାଖଲ କରିଥିବା ଜଗନ୍ନାଥଙ୍କ ପକ୍ଷରୁ ଲଢୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ସୂଚନା ଦେଇଛନ୍ତି। ଆଇନଜୀବୀଙ୍କ କହିବାନୁଯାୟୀ, ନିର୍ବାଚନକୁ ଅବୈଧ ଘୋଷଣା କରି ସାନି ନିର୍ବାଚନ ପାଇଁ ଦାବି କରାଯାଇଛି। ସୂଚନାଯୋଗ୍ୟ, ୨୦୨୪ ବିଧାନସଭା ନିର୍ବାଚନରେ ଭୁବନେଶ୍ବର ମଧ୍ୟରୁ ଭାଜପା ପ୍ରାର୍ଥୀ […] The post ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣଙ୍କ ବିରୋଧରେ ହାଇକୋର୍ଟ ଗଲେ ଭାଜପା ନେତା ଜଗନ୍ନାଥ appeared first on Dharitri Odia News.
ଭୁବନେଶ୍ୱର,୧୮।୭: ହାଇକୋର୍ଟ ଗଲେ ଭୁବନେଶ୍ବର ମଧ୍ୟ ଭାଜପା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ନିର୍ବାଚନୀ ମାମଲା ରୁଜୁ କରିଛନ୍ତି। ଭୋଟ ଗଣତିରେ ବ୍ୟାପକ ଜାଲିଆତି ଅଭିଯୋଗ କରି ପିଟିଶନ ଦାଖଲ କରିଥିବା ଜଗନ୍ନାଥଙ୍କ ପକ୍ଷରୁ ଲଢୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ସୂଚନା ଦେଇଛନ୍ତି। ଆଇନଜୀବୀଙ୍କ କହିବାନୁଯାୟୀ, ନିର୍ବାଚନକୁ ଅବୈଧ ଘୋଷଣା କରି ସାନି ନିର୍ବାଚନ ପାଇଁ ଦାବି କରାଯାଇଛି।
ସୂଚନାଯୋଗ୍ୟ, ୨୦୨୪ ବିଧାନସଭା ନିର୍ବାଚନରେ ଭୁବନେଶ୍ବର ମଧ୍ୟରୁ ଭାଜପା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନମାତ୍ର ୩୭ ଖଣ୍ଡ ଭୋଟରେ ଅନନ୍ତ ନାରାୟଣଙ୍କ ଠାରୁ ପରାସ୍ତ ହୋଇଥିଲେ। ତେବେ ନିର୍ବାଚନୀ ଫଳାଫଳାକୁ ନେଇ ଅସନ୍ତୁଷ୍ଟ ଜଗନ୍ନାଥ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି।
The post ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣଙ୍କ ବିରୋଧରେ ହାଇକୋର୍ଟ ଗଲେ ଭାଜପା ନେତା ଜଗନ୍ନାଥ appeared first on Dharitri Odia News.