ଭୁବନେଶ୍ୱର ‘ସୂତା’ ଆଉଟଲେଟର ବାର୍ଷିକ ଉତ୍ସବ
ଭୁବନେଶ୍ୱର,୧।୧୦(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ହାଣ୍ଡଲୁମ ଷ୍ଟାର୍ଟଅପ ବ୍ରାଣ୍ଡ ‘ସୂତା’ (ଭୁବନେଶ୍ୱରର ସୂତା ଆଉଟଲେଟ) ର ପ୍ରଥମ ବାର୍ଷିକ ଉତ୍ସବ ସୋମବାର ପାଳିତ ହୋଇଯାଇଛି। ଏହି ଅବସରରେ ସୂତାର ସହ ପ୍ରତିଷ୍ଠାତା ତଥା ଏମଡି ତାନିଆ ବିଶ୍ୱାସ, ପ୍ରତିଷ୍ଠାତା ତଥା ଏମ୍ଡି ସୁଜାତା ବିଶ୍ୱାସ ଏବଂ ପ୍ରାଞ୍ଚାଇଜ ପାର୍ଟନର ସୋମା ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ହ୍ୟାଣ୍ଡଲୁମ ବ୍ରାଣ୍ଡ୍ର ଏକ୍ସକ୍ଲୁସିଭ ଷ୍ଟୋର ‘ସୂତା’ ସବୁ ବର୍ଗର ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ହାଣ୍ଡଲୁମ […] The post ଭୁବନେଶ୍ୱର ‘ସୂତା’ ଆଉଟଲେଟର ବାର୍ଷିକ ଉତ୍ସବ appeared first on Dharitri Odia News.
ଭୁବନେଶ୍ୱର,୧।୧୦(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ହାଣ୍ଡଲୁମ ଷ୍ଟାର୍ଟଅପ ବ୍ରାଣ୍ଡ ‘ସୂତା’ (ଭୁବନେଶ୍ୱରର ସୂତା ଆଉଟଲେଟ) ର ପ୍ରଥମ ବାର୍ଷିକ ଉତ୍ସବ ସୋମବାର ପାଳିତ ହୋଇଯାଇଛି। ଏହି ଅବସରରେ ସୂତାର ସହ ପ୍ରତିଷ୍ଠାତା ତଥା ଏମଡି ତାନିଆ ବିଶ୍ୱାସ, ପ୍ରତିଷ୍ଠାତା ତଥା ଏମ୍ଡି ସୁଜାତା ବିଶ୍ୱାସ ଏବଂ ପ୍ରାଞ୍ଚାଇଜ ପାର୍ଟନର ସୋମା ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ହ୍ୟାଣ୍ଡଲୁମ ବ୍ରାଣ୍ଡ୍ର ଏକ୍ସକ୍ଲୁସିଭ ଷ୍ଟୋର ‘ସୂତା’ ସବୁ ବର୍ଗର ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ହାଣ୍ଡଲୁମ ପୋଷାକ ସମେତ ଫ୍ୟାଶନ ଡିଜାଇନ ପ୍ରଡକ୍ଟ ଓ ବିଭିନ୍ନ ବର୍ଗର ଉତ୍ପାଦମାନ ଯୋଗାଇ ଦେଇଥାଏ। ଏପରିକି ଅଭିଜ୍ଞ କାରିଗର ଓ ଡିଜାଇନରଙ୍କ ଦ୍ୱାରା ସୁକ୍ଷ୍ମ କାରୁକାର୍ଯ୍ୟରେ ନିର୍ମିତ ପୁରୁଷ, ମହିଳା ଓ ଶିଶୁଙ୍କ ପୋଷାକ ବେଶ୍ ଆକର୍ଷଣୀୟ ଏବଂ ଗୁଣାତ୍ମକ ହୋଇଥିଲାବେଳେ ସୁଲଭ ମୂଲ୍ୟରେ ଉଚ୍ଚସ୍ତରୀୟ ଉତ୍ପାଦ ଗ୍ରାହକଙ୍କୁ ଏହା ଯୋଗାଇ ଦେଇଥାଏ। ସେହିଭଳି ବାର୍ଷିକ ଉତ୍ସବ ଅବସରରେ ବ୍ରାଣ୍ଡ ଆକର୍ଷଣୀୟ ରିହାତି ଓ ବାର୍ଷିକ ସେଲ ସମ୍ପର୍କରେ ମଧ୍ୟ ଘୋଷଣା କରିଛି। ସ୍ବଳ୍ପ ଅବଧି ପାଇଁ ଉପଲବ୍ଧ ଥିବା ଏହି ଅଫରର ଲାଭ ଉଠାଇବା ପାଇଁ ସୂତା ପକ୍ଷରୁ କୁହାଯାଇଛି।
The post ଭୁବନେଶ୍ୱର ‘ସୂତା’ ଆଉଟଲେଟର ବାର୍ଷିକ ଉତ୍ସବ appeared first on Dharitri Odia News.