ଭୁବନେଶ୍ୱରରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା
ଭୁବନେଶ୍ବର,୨୯।୧୧: ଭୁବନେଶ୍ୱରରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ସ୍ବତନ୍ତ୍ର ବିମାନ ଯୋଗେ ଆସି ଶାହା ପହଞ୍ଚିଛନ୍ତି। ଡିଜିପି/ଆଇଜିପି ସମ୍ମିଳନୀରେ ଯୋଗ ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଉଦ୍ବୋଧନ ଦେବେ। ଏହା ପୂର୍ବରୁ ଡିଜିପି/ଆଇଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ଏନଏସଏ ଅଜିତ ଡୋଭାଲ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଗୃହ ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ କୁମାର ମଧ୍ୟ ପହଞ୍ଚିଛନ୍ତି। The post ଭୁବନେଶ୍ୱରରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା appeared first on Dharitri Odia News.
ଭୁବନେଶ୍ବର,୨୯।୧୧: ଭୁବନେଶ୍ୱରରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ସ୍ବତନ୍ତ୍ର ବିମାନ ଯୋଗେ ଆସି ଶାହା ପହଞ୍ଚିଛନ୍ତି। ଡିଜିପି/ଆଇଜିପି ସମ୍ମିଳନୀରେ ଯୋଗ ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଉଦ୍ବୋଧନ ଦେବେ।
ଏହା ପୂର୍ବରୁ ଡିଜିପି/ଆଇଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ଏନଏସଏ ଅଜିତ ଡୋଭାଲ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଗୃହ ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ କୁମାର ମଧ୍ୟ ପହଞ୍ଚିଛନ୍ତି।
The post ଭୁବନେଶ୍ୱରରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା appeared first on Dharitri Odia News.