ଭୁଶୁଡ଼ିଲା ୨ ମହଲା କୋଠା, ୨ ଶ୍ରମିକଙ୍କ ଜୀବନ ଗଲା
ନୂଆଦିଲ୍ଲୀ,୨୧।୩: ଦିଲ୍ଲୀର କବୀର ନଗର ୱେଲକମ ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨.୧୬ଟା ପରେ ଭୁଶୁଡ଼ି ଯାଇଥିଲା। କୋଠାର ଭଗ୍ନାବଶେଷ ମଧ୍ୟରେ ୩ ଜଣ ଶ୍ରମିକ ଫସି ରହିଥିଲେ। ଏନେଇ ଖବର ପାଇ ପରେ ତୁରନ୍ତ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ସମସ୍ତଙ୍କୁ କରାଯାଇ ଭଗ୍ନାବଶେଷ […] The post ଭୁଶୁଡ଼ିଲା ୨ ମହଲା କୋଠା, ୨ ଶ୍ରମିକଙ୍କ ଜୀବନ ଗଲା appeared first on Dharitri Odia News.
#WATCH | Delhi: At around 2:16 am, a call was received regarding the collapse of a two-storey, old construction building in Kabir Nagar, Welcome. Two workers Arshad (30) and Tauhid (20) were declared dead at GTB Hospital while another worker Rehan (22) is critical and is being… pic.twitter.com/2Zjw6WmgMo
— ANI (@ANI) March 21, 2024
The post ଭୁଶୁଡ଼ିଲା ୨ ମହଲା କୋଠା, ୨ ଶ୍ରମିକଙ୍କ ଜୀବନ ଗଲା appeared first on Dharitri Odia News.