ଭୋଟ ଦେବାକୁ ଆସି ବୃଦ୍ଧ ମୃତ

ଭୁବନେଶ୍ୱର,୧।୬: ରାଜ୍ୟରେ ଆଜି ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି ସମୟରେ ଏକ ଖରାପ ଖବର ସାମ୍ନାକୁ ଆସିଛି। ଭୋଟ ଦେବାକୁ ଆସିଥିବା ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଈଶ୍ବରପୁର ୧୫୯ ନଂ ବୁଥରେ ଅଚେତ୍‌ ହୋଇପଡ଼ିଲେ ୭୭ ବର୍ଷୀୟ ବୃଦ୍ଧ। ଯାହା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। The post ଭୋଟ ଦେବାକୁ ଆସି ବୃଦ୍ଧ ମୃତ appeared first on Dharitri Odia News.

ଭୋଟ ଦେବାକୁ ଆସି ବୃଦ୍ଧ ମୃତ

ଭୁବନେଶ୍ୱର,୧।୬: ରାଜ୍ୟରେ ଆଜି ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି ସମୟରେ ଏକ ଖରାପ ଖବର ସାମ୍ନାକୁ ଆସିଛି। ଭୋଟ ଦେବାକୁ ଆସିଥିବା ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଈଶ୍ବରପୁର ୧୫୯ ନଂ ବୁଥରେ ଅଚେତ୍‌ ହୋଇପଡ଼ିଲେ ୭୭ ବର୍ଷୀୟ ବୃଦ୍ଧ। ଯାହା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

The post ଭୋଟ ଦେବାକୁ ଆସି ବୃଦ୍ଧ ମୃତ appeared first on Dharitri Odia News.