ଭୋଟ୍ ଦେଲେ ଅର୍ଥମନ୍ତ୍ରୀ
ଭଞ୍ଜନଗର,୨୦ା୫(ବାବୁଲା ପ୍ରଧାନ): ଅର୍ଥମନ୍ତ୍ରୀ ତଥା ଭଞ୍ଜନଗର ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ସୋମବାର ନିଜ ଗ୍ରାମ ଅଗଝୋଳରେ ମତଦାନ ସାବ୍ୟସ୍ତ କରିଛନ୍ତି। ବିକ୍ରମ ସପ୍ତମଥର ପାଇଁ ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ଏହି ଅବସରରେ ସେ କହିଥିଲେ, ଭଞ୍ଜନଗରବାସୀ ମୋତେ ସ୍ନେହ ଶ୍ରଦ୍ଧା ଦେଇ ଆସିଛନ୍ତି। ଚଳିତ ନିର୍ବାନରେ ମଧ୍ୟ ମୁଁ ନିଶ୍ଚିତ ବିଜୟୀ ହେବି। The post ଭୋଟ୍ ଦେଲେ ଅର୍ଥମନ୍ତ୍ରୀ appeared first on Dharitri Odia News.
ଭଞ୍ଜନଗର,୨୦ା୫(ବାବୁଲା ପ୍ରଧାନ): ଅର୍ଥମନ୍ତ୍ରୀ ତଥା ଭଞ୍ଜନଗର ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ସୋମବାର ନିଜ ଗ୍ରାମ ଅଗଝୋଳରେ ମତଦାନ ସାବ୍ୟସ୍ତ କରିଛନ୍ତି। ବିକ୍ରମ ସପ୍ତମଥର ପାଇଁ ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ଏହି ଅବସରରେ ସେ କହିଥିଲେ, ଭଞ୍ଜନଗରବାସୀ ମୋତେ ସ୍ନେହ ଶ୍ରଦ୍ଧା ଦେଇ ଆସିଛନ୍ତି। ଚଳିତ ନିର୍ବାନରେ ମଧ୍ୟ ମୁଁ ନିଶ୍ଚିତ ବିଜୟୀ ହେବି।
The post ଭୋଟ୍ ଦେଲେ ଅର୍ଥମନ୍ତ୍ରୀ appeared first on Dharitri Odia News.