ଭୟାବହ ଅଗ୍ନିକାଣ୍ଡ : ଜଳିଗଲେ ୩ ଶିଶୁ, ବାପା ଓ ଜଣେ ଶିଶୁ ଗୁରୁତର

ନୋଏଡା ୩୧।୭: ଉତ୍ତର ପ୍ରଦେଶରେ ଜଳିଗଲେ ୩ ଶିଶୁ । ୨ ଗୁରୁତର ଥିବା ଜଣାପଡିଛି । ଉତ୍ତରପ୍ରଦେଶ ନୋଏଡ଼ା ସେକ୍ଟର ୮ରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ଉତ୍ତରପ୍ରଦେଶ ନୋଏଡ଼ା ସେକ୍ଟର ୮ରେ ଥିବା ଏକ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବାପା-ମା’ଙ୍କ ସହ ୪ ପିଲା ଶୋଇଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା । ଫଳରେ ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ଓ ଶିଶୁଙ୍କ ବାପା ଗୁରୁତର ହୋଇଛନ୍ତି । ମୃତାହତ ୪ ଶିଶୁଙ୍କ ବୟସ ୫ରୁ ୧୦ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଜଣେ ଶିଶୁ ଓ ବାପାଙ୍କୁ ମେଡିକାଲରେ ଭର୍ତ୍ତି କରଯାଇଛି ।ଅଗ୍ନିକାଣ୍ଡ ଘଟଣା ପ୍ରାୟ ଭୋର ୪ଟା ସମୟରେ ଘଟିଥିବା କୁହାଯାଉଛି । ନିଆଁ ଲାଗିବା ପଛରେ ପ୍ରକୃତରେ କଣ କାରଣ ରହିଛି ତାରା ସ୍ପଷ୍ଟ ଜଣାପଡିନାହିଁ । ତେବେ କୁହାଯାଉଛି ଯେ ରିକ୍ସା ବ୍ୟାଟେରୀ ଚାର୍ଜ ପାଇଁ ଲଗାଯାଇଥିବା ବେଳେ ଅଗ୍ନିକାଣ୍ଡ ଘଟିଛି ।You Can Read:ୟୁପି ମନ୍ତ୍ରୀଙ୍କ ପୁଅ ଓ ବୋହୂଙ୍କ ଗାଡି ଦୁର୍ଘଟଣା, ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେ ଡିଭାଇଡରରେ ପିଟିହେଲା କାର

ଭୟାବହ ଅଗ୍ନିକାଣ୍ଡ : ଜଳିଗଲେ ୩ ଶିଶୁ, ବାପା ଓ ଜଣେ ଶିଶୁ ଗୁରୁତର

ନୋଏଡା ୩୧: ଉତ୍ତର ପ୍ରଦେଶରେ ଜଳିଗଲେ ୩ ଶିଶୁ । ୨ ଗୁରୁତର ଥିବା ଜଣାପଡିଛି । ଉତ୍ତରପ୍ରଦେଶ ନୋଏଡ଼ା ସେକ୍ଟର ୮ରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଉତ୍ତରପ୍ରଦେଶ ନୋଏଡ଼ା ସେକ୍ଟର ୮ରେ ଥିବା ଏକ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବାପା-ମା’ଙ୍କ ସହ ୪ ପିଲା ଶୋଇଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା । ଫଳରେ ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ଓ ଶିଶୁଙ୍କ ବାପା ଗୁରୁତର ହୋଇଛନ୍ତି । ମୃତାହତ ୪ ଶିଶୁଙ୍କ ବୟସ ୫ରୁ ୧୦ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଜଣେ ଶିଶୁ ଓ ବାପାଙ୍କୁ ମେଡିକାଲରେ ଭର୍ତ୍ତି କରଯାଇଛି ।

ଅଗ୍ନିକାଣ୍ଡ ଘଟଣା ପ୍ରାୟ ଭୋର ୪ଟା ସମୟରେ ଘଟିଥିବା କୁହାଯାଉଛି । ନିଆଁ ଲାଗିବା ପଛରେ ପ୍ରକୃତରେ କଣ କାରଣ ରହିଛି ତାରା ସ୍ପଷ୍ଟ ଜଣାପଡିନାହିଁ । ତେବେ କୁହାଯାଉଛି ଯେ ରିକ୍ସା ବ୍ୟାଟେରୀ ଚାର୍ଜ ପାଇଁ ଲଗାଯାଇଥିବା ବେଳେ ଅଗ୍ନିକାଣ୍ଡ ଘଟିଛି ।

You Can Read:

ୟୁପି ମନ୍ତ୍ରୀଙ୍କ ପୁଅ ଓ ବୋହୂଙ୍କ ଗାଡି ଦୁର୍ଘଟଣା, ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେ ଡିଭାଇଡରରେ ପିଟିହେଲା କାର