ମଧ୍ୟପ୍ରଦେଶରେ ୩ ନାବାଳିକାଙ୍କ ସମେତ ୪ ଆଦିବାସୀ ଝିଅଙ୍କୁ ଗଣଦୁଷ୍କର୍ମ

ଭୋପାଳ: ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ୩ ନାବାଳିକାଙ୍କ ସମେତ ୪ ଆଦିବାସୀ ଝିଅଙ୍କୁ ଅପହରଣ କରିନେଇ ୭ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଛନ୍ତି। ଏପ୍ରିଲ ୨୩ ତାରିଖରେ ଏହି ଘଟଣା ଘଟିଛି। ଗୋଦ୍ରି ଥାନା ଆଉଟପୋଷ୍ଟ୍‌ ଅଧୀନ ଠାକୁରତୋଲା ଗ୍ରାମ‌ରେ ଏକ ବିବାହ ଉତ୍ସବରୁ ଏହି ଝିଅମାନେ ଗାଁର ଜଣେ ଲୋକଙ୍କ ସହ ଫେରୁ୍‌ଥିବା ବେଳେ ସେମାନଙ୍କୁ କିଛି ଲୋକ ବାଟରେ ଅଟକାଇଥିଲେ। ୭ ଜଣ ଦୁଇଟି ବାଇକ୍‌ରେ ଆସି ୪ ଆଦିବାସୀ ଝିଅଙ୍କୁ ଅପହରଣ କରିନେଇ […]

ମଧ୍ୟପ୍ରଦେଶରେ ୩ ନାବାଳିକାଙ୍କ ସମେତ ୪ ଆଦିବାସୀ ଝିଅଙ୍କୁ ଗଣଦୁଷ୍କର୍ମ

ଭୋପାଳ: ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ୩ ନାବାଳିକାଙ୍କ ସମେତ ୪ ଆଦିବାସୀ ଝିଅଙ୍କୁ ଅପହରଣ କରିନେଇ ୭ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଛନ୍ତି। ଏପ୍ରିଲ ୨୩ ତାରିଖରେ ଏହି ଘଟଣା ଘଟିଛି। ଗୋଦ୍ରି ଥାନା ଆଉଟପୋଷ୍ଟ୍‌ ଅଧୀନ ଠାକୁରତୋଲା ଗ୍ରାମ‌ରେ ଏକ ବିବାହ ଉତ୍ସବରୁ ଏହି ଝିଅମାନେ ଗାଁର ଜଣେ ଲୋକଙ୍କ ସହ ଫେରୁ୍‌ଥିବା ବେଳେ ସେମାନଙ୍କୁ କିଛି ଲୋକ ବାଟରେ ଅଟକାଇଥିଲେ। ୭ ଜଣ ଦୁଇଟି ବାଇକ୍‌ରେ ଆସି ୪ ଆଦିବାସୀ ଝିଅଙ୍କୁ ଅପହରଣ କରିନେଇ ଦୁଷ୍କର୍ମ କରିଛନ୍ତି। ମାମଲାରେ ୭ ଜଣ ଗିରଫ ହୋଇଛନ୍ତି। ପୋକ୍ସୋ ଆଇନ ଅଧୀନରେ ସେମାନଙ୍କ ବିରୋଧରେ ବିଚାରଣ ଆରମ୍ଭ ହୋଇଛି।