ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ, ସିଏମ୍ ରେଖା ଗୁପ୍ତାଙ୍କ ପାଖରେ ୧୦ ବିଭାଗ, ଜାଣନ୍ତୁ ଅନ୍ୟମାନଙ୍କୁ ମିଳିଲା କ'ଣ

ନୂଆଦିଲ୍ଲୀ: ଦିଲ୍ଲୀରେ ସରକାର ଗଠନ ଏବଂ କ୍ୟାବିନେଟ୍ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ବିଭାଗ ବଣ୍ଟନ ହୋଇଛି ।  କ୍ୟାବିନେଟର ପ୍ରଥମ ବୈଠକ ପୂର୍ବରୁ ମନ୍ତ୍ରୀମାନଙ୍କୁ ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜ ପାଖରେ ୧୦ ବିଭାଗ ରଖିଛନ୍ତି । ଅନ୍ୟପଟେ ପରବେଶ ବର୍ମାଙ୍କୁ ଦିଲ୍ଲୀର ଜଳ ଏବଂ ରାସ୍ତା ସୁଧାରିବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି ।ରେଖା ଗୁପ୍ତା (ମୁଖ୍ୟମନ୍ତ୍ରୀ)- ଅର୍ଥ, ଯୋଜନା, ସାଧାରଣ ପ୍ରଶାସନ, ମହିଳା ଶିଶୁ କଲ୍ୟାଣ, ସେବା, ରାଜସ୍ୱ, ଲ୍ୟାଣ୍ଡ ଏବଂ ବିଲ୍ଡିଂ, ସୂଚନା ଏବଂ ଲୋକ ସମ୍ପର୍କ, ଭିଜିଲାନ୍ସ, ପ୍ରଶାସନିକ ସଂସ୍କାର ଏବଂ ଅନ୍ୟ ସେହି ସବୁ ବିଭାଗ ଯାହା ଆବଣ୍ଟନ ହୋଇ ନାହିଁ ।ପରବେଶ ବର୍ମା- ଜଳ, ପିଡବ୍ଲୁଡି, ବିଧାନସଭା ବ୍ୟାପାର, ଆଇ ଆଣ୍ଡ ଏଫସି, ଗୁରୁଦ୍ୱାରା ନିର୍ବାଚନଆଶିଷ ସୁଦ-ଗୃହ, ଶକ୍ତି, ନଗର ଉନ୍ନୟନ, ଶିକ୍ଷା, ଉଚ୍ଚ ଶିକ୍ଷା, ପ୍ରଶିକ୍ଷଣ ଏବଂ ବୈଷୟିକ ଶିକ୍ଷାମନଜିନ୍ଦର ସିଂହ ସିରସା- ଖାଦ୍ୟ ଓ ଯୋଗାଣ, ଜଙ୍ଗଲ ଓ ପରିବେଶ, ଉଦ୍ୟୋଗରବିନ୍ଦର ସିଂହ- ସାମାଜିକ କଲ୍ୟାଣ, ଏସସି/ଏସଟି କଲ୍ୟାଣ, ସମାବାୟ, ନିର୍ବାଚନକପିଲ୍ ମିଶ୍ରା- ଆଇନ ଓ ନ୍ୟାୟ, ଶ୍ରମ, ନିଯୁକ୍ତି, ବିକାଶ, କଳା ଓ ସଂସ୍କୃତି, ଭାଷା, ପର୍ଯ୍ୟଟନପଙ୍କଜ କୁମାର ସିଂହ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପରିବହନ, ଆଇଟିदिल्ली सरकार के मंत्रिमंडल में शामिल सभी माननीय सहयोगियों क

ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ, ସିଏମ୍ ରେଖା ଗୁପ୍ତାଙ୍କ ପାଖରେ ୧୦ ବିଭାଗ, ଜାଣନ୍ତୁ ଅନ୍ୟମାନଙ୍କୁ ମିଳିଲା କ'ଣ

ନୂଆଦିଲ୍ଲୀ: ଦିଲ୍ଲୀରେ ସରକାର ଗଠନ ଏବଂ କ୍ୟାବିନେଟ୍ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ବିଭାଗ ବଣ୍ଟନ ହୋଇଛି ।  କ୍ୟାବିନେଟର ପ୍ରଥମ ବୈଠକ ପୂର୍ବରୁ ମନ୍ତ୍ରୀମାନଙ୍କୁ ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜ ପାଖରେ ୧୦ ବିଭାଗ ରଖିଛନ୍ତି । ଅନ୍ୟପଟେ ପରବେଶ ବର୍ମାଙ୍କୁ ଦିଲ୍ଲୀର ଜଳ ଏବଂ ରାସ୍ତା ସୁଧାରିବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି ।

ରେଖା ଗୁପ୍ତା (ମୁଖ୍ୟମନ୍ତ୍ରୀ)- ଅର୍ଥ, ଯୋଜନା, ସାଧାରଣ ପ୍ରଶାସନ, ମହିଳା ଶିଶୁ କଲ୍ୟାଣ, ସେବା, ରାଜସ୍ୱ, ଲ୍ୟାଣ୍ଡ ଏବଂ ବିଲ୍ଡିଂ, ସୂଚନା ଏବଂ ଲୋକ ସମ୍ପର୍କ, ଭିଜିଲାନ୍ସ, ପ୍ରଶାସନିକ ସଂସ୍କାର ଏବଂ ଅନ୍ୟ ସେହି ସବୁ ବିଭାଗ ଯାହା ଆବଣ୍ଟନ ହୋଇ ନାହିଁ ।

ପରବେଶ ବର୍ମା- ଜଳ, ପିଡବ୍ଲୁଡି, ବିଧାନସଭା ବ୍ୟାପାର, ଆଇ ଆଣ୍ଡ ଏଫସି, ଗୁରୁଦ୍ୱାରା ନିର୍ବାଚନ

ଆଶିଷ ସୁଦ-ଗୃହ, ଶକ୍ତି, ନଗର ଉନ୍ନୟନ, ଶିକ୍ଷା, ଉଚ୍ଚ ଶିକ୍ଷା, ପ୍ରଶିକ୍ଷଣ ଏବଂ ବୈଷୟିକ ଶିକ୍ଷା

ମନଜିନ୍ଦର ସିଂହ ସିରସା- ଖାଦ୍ୟ ଓ ଯୋଗାଣ, ଜଙ୍ଗଲ ଓ ପରିବେଶ, ଉଦ୍ୟୋଗ

ରବିନ୍ଦର ସିଂହ- ସାମାଜିକ କଲ୍ୟାଣ, ଏସସି/ଏସଟି କଲ୍ୟାଣ, ସମାବାୟ, ନିର୍ବାଚନ

କପିଲ୍ ମିଶ୍ରା- ଆଇନ ଓ ନ୍ୟାୟ, ଶ୍ରମ, ନିଯୁକ୍ତି, ବିକାଶ, କଳା ଓ ସଂସ୍କୃତି, ଭାଷା, ପର୍ଯ୍ୟଟନ

ପଙ୍କଜ କୁମାର ସିଂହ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପରିବହନ, ଆଇଟି