ମନ୍ଦିର ବାହାରେ ଅସହାୟ ଲୋକଙ୍କୁ ଖାଦ୍ୟ ବାଣ୍ଟିଲେ ସାରା, ଭିଡିଓ ଦେଖି ଫ୍ୟାନ୍ସ କରୁଛନ୍ତି ପ୍ରଶଂସା
ମୁମ୍ଵାଇ ୩୧।୦୩: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ । ସେ ତାଙ୍କ ପର୍ସନାଲ ଅପେକ୍ଷା ପ୍ରୋଫେଶନାଲ ଲାଇଫ୍କୁ ନେଇ ଖୁବ୍ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡିଆରେ ସେ ଖୁବ୍ ଆକ୍ଟିଭ୍ । ତାଙ୍କ ଫ୍ୟାନ୍ସଙ୍କ ପାଇଁ ସେ କିଛି ନା କିଛି ଫଟୋ ସେୟାର କରିଥାଆନ୍ତି। କହିବାକୁ ଗଲେ ଅଭିନେତ୍ରୀ ପ୍ରାୟତଃ ମନ୍ଦିର ପରିଦର୍ଶନ କରନ୍ତି।ଯେଉଁଥିପାଇଁ ପ୍ରଶଂସକମାନେ ତାଙ୍କୁ ବହୁତ ପ୍ରଶଂସା କରନ୍ତ। ଏବେ ସାର ପୁଣି ଥରେ ତାଙ୍କର ଉତ୍ତମ କାର୍ଯ୍ୟ ସହିତ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି।View this post on InstagramA post shared by Manav Manglani (@manav.manglani)ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସାରା ଅଲି ଖାନ ଅସହାୟ ଲୋକଙ୍କୁ ଖାଦ୍ୟ ବାଣ୍ଟୁଥିବାର ଦେଖିବାକୁ ମିଳିଛି।ଏହି ଭିଡିଓ ମନ୍ଦିର ବାହାରର ଏବଂ ସାରା ନ ଏଠାରେ ବସିଥିବା କିଛି ମହିଳାଙ୍କୁ ଖାଦ୍ୟ ପ୍ୟାକେଟ୍ ଦେଉଛନ୍ତି।ଏହି ଭିଡିଓ ଇନଷ୍ଟାଗ୍ରାମ ପେଜ୍ରେ ମାନଭ ମଙ୍ଗଲାନିଙ୍କ ଦ୍ଵାରା ସେୟାର କରାଯାଇଛି। ଅଭିନେତ୍ରୀଙ୍କ ସରଳତା ପ୍ରଶଂସକଙ୍କ ହୃଦୟ ଜିତିଛି। ଲୋକମାନେ କ୍ରମାଗତ ଭାବରେ ସାରାଙ୍କୁ ପ୍ରଶଂସା କରୁଛନ୍ତି ।ଲୋକମାନେ ସାରାଙ୍କୁ କରିଥିଲେ ପ୍ରଶଂସା ଭିଡିଓ ଦେଖି ଉପରେ ଜଣେ ୟୁଜର୍ସ ଲେଖିଛନ୍ତି - ତୁମେ ପ୍ରକୃତରେ ବହୁତ ଦୟାଳୁ , ଭଗବାନ ତୁମକୁ ସବୁବେଳେ ଖୁସିରେ ରଖନ୍ତୁ। ଅନ୍ୟ ଜଣେ ଲେଖିଥିଲେ - ପାପ୍କୁ ରେକର୍ଡ
ମୁମ୍ଵାଇ ୩୧।୦୩: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ । ସେ ତାଙ୍କ ପର୍ସନାଲ ଅପେକ୍ଷା ପ୍ରୋଫେଶନାଲ ଲାଇଫ୍କୁ ନେଇ ଖୁବ୍ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡିଆରେ ସେ ଖୁବ୍ ଆକ୍ଟିଭ୍ । ତାଙ୍କ ଫ୍ୟାନ୍ସଙ୍କ ପାଇଁ ସେ କିଛି ନା କିଛି ଫଟୋ ସେୟାର କରିଥାଆନ୍ତି। କହିବାକୁ ଗଲେ ଅଭିନେତ୍ରୀ ପ୍ରାୟତଃ ମନ୍ଦିର ପରିଦର୍ଶନ କରନ୍ତି।ଯେଉଁଥିପାଇଁ ପ୍ରଶଂସକମାନେ ତାଙ୍କୁ ବହୁତ ପ୍ରଶଂସା କରନ୍ତ। ଏବେ ସାର ପୁଣି ଥରେ ତାଙ୍କର ଉତ୍ତମ କାର୍ଯ୍ୟ ସହିତ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି।
ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସାରା ଅଲି ଖାନ ଅସହାୟ ଲୋକଙ୍କୁ ଖାଦ୍ୟ ବାଣ୍ଟୁଥିବାର ଦେଖିବାକୁ ମିଳିଛି।ଏହି ଭିଡିଓ ମନ୍ଦିର ବାହାରର ଏବଂ ସାରା ନ ଏଠାରେ ବସିଥିବା କିଛି ମହିଳାଙ୍କୁ ଖାଦ୍ୟ ପ୍ୟାକେଟ୍ ଦେଉଛନ୍ତି।ଏହି ଭିଡିଓ ଇନଷ୍ଟାଗ୍ରାମ ପେଜ୍ରେ ମାନଭ ମଙ୍ଗଲାନିଙ୍କ ଦ୍ଵାରା ସେୟାର କରାଯାଇଛି। ଅଭିନେତ୍ରୀଙ୍କ ସରଳତା ପ୍ରଶଂସକଙ୍କ ହୃଦୟ ଜିତିଛି। ଲୋକମାନେ କ୍ରମାଗତ ଭାବରେ ସାରାଙ୍କୁ ପ୍ରଶଂସା କରୁଛନ୍ତି ।
ଲୋକମାନେ ସାରାଙ୍କୁ କରିଥିଲେ ପ୍ରଶଂସା
ଭିଡିଓ ଦେଖି ଉପରେ ଜଣେ ୟୁଜର୍ସ ଲେଖିଛନ୍ତି - ତୁମେ ପ୍ରକୃତରେ ବହୁତ ଦୟାଳୁ , ଭଗବାନ ତୁମକୁ ସବୁବେଳେ ଖୁସିରେ ରଖନ୍ତୁ। ଅନ୍ୟ ଜଣେ ଲେଖିଥିଲେ - ପାପ୍କୁ ରେକର୍ଡିଂ ବନ୍ଦ କରିବାକୁ କହିବା ଏକ ଭଲ କଥା । ସାରାଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସାରାଙ୍କ ଦୁଇଟି ଚଳଚ୍ଚିତ୍ର OTT ରେ ମୁକ୍ତିଲାଭ କରିଛି। ଉଭୟ ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ସକରାତ୍ମକ ପ୍ରତିକ୍ରିୟା ଗ୍ରହଣ କରିଛି।