ମହାନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, ଶୌଚ ହେବାକୁ ଯାଇଥିବା ବେଳେ ଚାଲିଗଲା ଜୀବନ

ବୌଦ୍ଧ ୧୦।୯: ବୌଦ୍ଧ ମହାନଦୀରେ ବୁଡି ଯୁବକଙ୍କ ମୃତ୍ୟୁ । ମୃତକ ସ୍ଥାନୀୟ ନୂଆସାହିର ଯୁବକ ଜଗନ୍ନାଥ ବେହେରା । ସୂଚନାଯୋଗ୍ୟ ଯେ, ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ନୂଆସାହିର ଜଣେ ଯୁବକ ଶୌଚ ହେବା ପାଇଁ ମହାନଦୀକୁ ଯାଇଥିଲେ । ମର୍ଜାକୁଦ ବ୍ରିଜ୍ ତଳେ ଗାଧାଉଥିଲେ ଯୁବକ । ସେହି ସମୟରେ ଅସାବଧାନତା ବଶତଃ ସେ ବୁଡ଼ିଯାଇଥିଲେ । ବହୁ ଖୋଜାଖୋଜି ପରେ ଯୁବକଙ୍କୁ ଉଦ୍ଧାର କରି  ମେଡିକାଲରେ ନେଇଥିଲେ ପରିବାର ଲୋକ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।You Can Read:କୋରାପୁଟରେ ସମସ୍ତ ସ୍କୁଲ ଛୁଟି, IMDର ରେଡ୍ ୱାର୍ଣ୍ଣିଂ ପରେ ଛୁଟି ଘୋଷଣା

ମହାନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, ଶୌଚ ହେବାକୁ ଯାଇଥିବା ବେଳେ ଚାଲିଗଲା ଜୀବନ

ବୌଦ୍ଧ ୧୦।୯: ବୌଦ୍ଧ ମହାନଦୀରେ ବୁଡି ଯୁବକଙ୍କ ମୃତ୍ୟୁ । ମୃତକ ସ୍ଥାନୀୟ ନୂଆସାହିର ଯୁବକ ଜଗନ୍ନାଥ ବେହେରା । 

ସୂଚନାଯୋଗ୍ୟ ଯେ, ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ନୂଆସାହିର ଜଣେ ଯୁବକ ଶୌଚ ହେବା ପାଇଁ ମହାନଦୀକୁ ଯାଇଥିଲେ । ମର୍ଜାକୁଦ ବ୍ରିଜ୍ ତଳେ ଗାଧାଉଥିଲେ ଯୁବକ । ସେହି ସମୟରେ ଅସାବଧାନତା ବଶତଃ ସେ ବୁଡ଼ିଯାଇଥିଲେ । ବହୁ ଖୋଜାଖୋଜି ପରେ ଯୁବକଙ୍କୁ ଉଦ୍ଧାର କରି  ମେଡିକାଲରେ ନେଇଥିଲେ ପରିବାର ଲୋକ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read:

କୋରାପୁଟରେ ସମସ୍ତ ସ୍କୁଲ ଛୁଟି, IMDର ରେଡ୍ ୱାର୍ଣ୍ଣିଂ ପରେ ଛୁଟି ଘୋଷଣା