ମହାଳୟାରେ ବଜ୍ର ମହାକାଳୀଙ୍କୁ ପୂଜାର୍ଚ୍ଚନା କଲେ ମହିଳା
ଦାରିଙ୍ଗବାଡି,୨।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବୁଧବାର ମହାଳୟା ଅବସରରେ ବଜ୍ର ମହାକାଳୀଙ୍କ ପୂଜାର୍ଚନା କରାଯାଇଛି । ଦିନ ତମାମ ଉପବାସ ବ୍ରତ କରି ଘରର ପୁଅ ଝିଅଙ୍କ ମଙ୍ଗଳ କାମନା କରି ଏହି ପୂଜାର୍ଚ୍ଚନା କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ପୂଜା ବଡ଼ ଧୂମଧାମରେ ପାଳନ ହୋଇଛି। The post ମହାଳୟାରେ ବଜ୍ର ମହାକାଳୀଙ୍କୁ ପୂଜାର୍ଚ୍ଚନା କଲେ ମହିଳା appeared first on Dharitri Odia News.
ଦାରିଙ୍ଗବାଡି,୨।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବୁଧବାର ମହାଳୟା ଅବସରରେ ବଜ୍ର ମହାକାଳୀଙ୍କ ପୂଜାର୍ଚନା କରାଯାଇଛି । ଦିନ ତମାମ ଉପବାସ ବ୍ରତ କରି ଘରର ପୁଅ ଝିଅଙ୍କ ମଙ୍ଗଳ କାମନା କରି ଏହି ପୂଜାର୍ଚ୍ଚନା କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ପୂଜା ବଡ଼ ଧୂମଧାମରେ ପାଳନ ହୋଇଛି।
The post ମହାଳୟାରେ ବଜ୍ର ମହାକାଳୀଙ୍କୁ ପୂଜାର୍ଚ୍ଚନା କଲେ ମହିଳା appeared first on Dharitri Odia News.