ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ତେଜସ୍ବୀ ଯାଦବ, ପ୍ରତିବର୍ଷ ମିଳିବ…

ପାଟନା,୧୩।୪: ଲୋକ ସଭା ନିର୍ବାଚନ ପାଇଁ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ‘ପରିବର୍ତ୍ତନ ପାତ୍ର’ ନାମକ ଦଳର ମନିଫେଷ୍ଟୋ ପ୍ରକାଶ କରିଛି। ଏହି ସମୟରେ ତେଜସ୍ବୀ ଯାଦବ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଟୁଇଟ୍‌ କରି କହିଛନ୍ତି, ଆଗାମୀ ରାକ୍ଷାବନ୍ଧନ ଦିନଠୁ ଗରିବ ପରିବାରର ମହିଳାମାନଙ୍କୁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ।’ The post ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ତେଜସ୍ବୀ ଯାଦବ, ପ୍ରତିବର୍ଷ ମିଳିବ… appeared first on Dharitri Odia News.

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ତେଜସ୍ବୀ ଯାଦବ, ପ୍ରତିବର୍ଷ ମିଳିବ…

ପାଟନା,୧୩।୪: ଲୋକ ସଭା ନିର୍ବାଚନ ପାଇଁ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ‘ପରିବର୍ତ୍ତନ ପାତ୍ର’ ନାମକ ଦଳର ମନିଫେଷ୍ଟୋ ପ୍ରକାଶ କରିଛି। ଏହି ସମୟରେ ତେଜସ୍ବୀ ଯାଦବ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଟୁଇଟ୍‌ କରି କହିଛନ୍ତି, ଆଗାମୀ ରାକ୍ଷାବନ୍ଧନ ଦିନଠୁ ଗରିବ ପରିବାରର ମହିଳାମାନଙ୍କୁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ।’

The post ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ତେଜସ୍ବୀ ଯାଦବ, ପ୍ରତିବର୍ଷ ମିଳିବ… appeared first on Dharitri Odia News.