ମହିଳାଙ୍କୁ ମାସିକ ଋତୁସ୍ରାବ ଛୁଟି !

ଋତୁସ୍ରାବ ପାଇଁ ମହିଳାମାନେ ନେଇ ପାରିବେ ଗୋଟିଏ ଦିନ ଛୁଟି।

ମହିଳାଙ୍କୁ ମାସିକ ଋତୁସ୍ରାବ ଛୁଟି !

ଋତୁସ୍ରାବ ପାଇଁ ମହିଳାମାନେ ନେଇ ପାରିବେ ଗୋଟିଏ ଦିନ ଛୁଟି। ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ। ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଦେଖନ୍ତୁ ପୂରା ରିପୋର୍ଟ।