ମା’ଙ୍କ ସହିତ ଯାଇ ଭୋଟ ଦେଲେ ଦେବେଶ
ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା ଧାଡ଼ି ଲାଗିଛି । ଏହି କ୍ରମରେ ଚଳିତ ନିର୍ବାଚନରେ ବରଗଡ଼ ବିଧାୟକ ତଥା ବିଜେଡ଼ିର ବରଗଡ଼ ବିଧାନସଭା ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ତାଙ୍କ ମା ବୀଣାପାଣି, ସ୍ତ୍ରୀ ମହାଶ୍ୱେତା ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସହିତ ମତଦାନ ପାଇଁ ଯାଇଥିଲେ। ବରଗଡ଼ ଟାଉନ ହାଇସ୍କୁଲର ବୁଥ […] The post ମା’ଙ୍କ ସହିତ ଯାଇ ଭୋଟ ଦେଲେ ଦେବେଶ appeared first on Dharitri Odia News.
ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା ଧାଡ଼ି ଲାଗିଛି । ଏହି କ୍ରମରେ ଚଳିତ ନିର୍ବାଚନରେ ବରଗଡ଼ ବିଧାୟକ ତଥା ବିଜେଡ଼ିର ବରଗଡ଼ ବିଧାନସଭା ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ତାଙ୍କ ମା ବୀଣାପାଣି, ସ୍ତ୍ରୀ ମହାଶ୍ୱେତା ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସହିତ ମତଦାନ ପାଇଁ ଯାଇଥିଲେ। ବରଗଡ଼ ଟାଉନ ହାଇସ୍କୁଲର ବୁଥ ନମ୍ବର -୬୩ରେ ସେମାନେ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ।
The post ମା’ଙ୍କ ସହିତ ଯାଇ ଭୋଟ ଦେଲେ ଦେବେଶ appeared first on Dharitri Odia News.