ମାଛ ଧରିବା ଉପରେ ୭ ମାସ କଟକଣା

ଭୁବନେଶ୍ୱର,୧।୧୧: ଗହୀର ମଥା ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ୭ ମାସ ମାଛ ଧରିବା ଉପରେ ବନ ବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି। ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଏହି କଟକଣା ଲାଗୁ କରାଯାଇଛି। ଏପରିକି ଋଷିକୂଲ୍ୟା, ଧାମରା ଏବଂ ଦେବୀ ନଦୀ ମୁହାଣରେ ମଧ୍ୟ ମାଛ ମାରିବାକୁ ମନା କରାଯାଇଛି। ସମୁଦ୍ର କୂଳରୁ ୨୦ କି.ମି. ପର୍ଯ୍ୟନ୍ତ ମାଛଧରାକୁ ନିଷେଧ କରାଯାଇଛି। ଆଇନ ଉଲ୍ଲଂଘନ କଲେ ଦୃଢ […] The post ମାଛ ଧରିବା ଉପରେ ୭ ମାସ କଟକଣା appeared first on Dharitri Odia News.

ମାଛ ଧରିବା ଉପରେ ୭ ମାସ କଟକଣା

ଭୁବନେଶ୍ୱର,୧।୧୧: ଗହୀର ମଥା ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ୭ ମାସ ମାଛ ଧରିବା ଉପରେ ବନ ବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି। ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଏହି କଟକଣା ଲାଗୁ କରାଯାଇଛି।

ଏପରିକି ଋଷିକୂଲ୍ୟା, ଧାମରା ଏବଂ ଦେବୀ ନଦୀ ମୁହାଣରେ ମଧ୍ୟ ମାଛ ମାରିବାକୁ ମନା କରାଯାଇଛି। ସମୁଦ୍ର କୂଳରୁ ୨୦ କି.ମି. ପର୍ଯ୍ୟନ୍ତ ମାଛଧରାକୁ ନିଷେଧ କରାଯାଇଛି। ଆଇନ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜନଗର ବନ ବିଭାଗ ପକ୍ଷରୁ କୁହାଯାଇଛି।

The post ମାଛ ଧରିବା ଉପରେ ୭ ମାସ କଟକଣା appeared first on Dharitri Odia News.