ମାଟ୍ରିକ କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ପୁରୁଷୋତ୍ତମପୁର,୫ା୫(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡ଼ବରଗାଁ ଚକ୍ରପାଣିଦୋରା ହାଇସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା ଉସବ ସୋମବାର ପ୍ରଧାନଶିକ୍ଷକ ବଡ଼କୃଷ୍ଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚଳିତବର୍ଷ ମାଟ୍ରିକ ପରିକ୍ଷାରେ ବିଦ୍ୟାଳୟ ଶତ ପ୍ରତିଶତ କୃତିତ୍ୱ ହାସଲ କରିଥିବା ବେଳେ ବି ଗାୟତ୍ରୀ ରେଡ୍ଡୀ, ୫୬୦ ମାର୍କରଖି ଏ-୧ ହୋଇଥିବାବେଳେ ଏ-୨ରେ ୧୦ଜଣ ପାସ୍‌ କରିଛନ୍ତି। ଏଣୁ ଏହି କୃତୀ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ପକ୍ଷରୁ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାକୁ ସହକାରୀ […] The post ମାଟ୍ରିକ କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା appeared first on Dharitri Odia News.

ମାଟ୍ରିକ କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ପୁରୁଷୋତ୍ତମପୁର,୫ା୫(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡ଼ବରଗାଁ ଚକ୍ରପାଣିଦୋରା ହାଇସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା ଉସବ ସୋମବାର ପ୍ରଧାନଶିକ୍ଷକ ବଡ଼କୃଷ୍ଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚଳିତବର୍ଷ ମାଟ୍ରିକ ପରିକ୍ଷାରେ ବିଦ୍ୟାଳୟ ଶତ ପ୍ରତିଶତ କୃତିତ୍ୱ ହାସଲ କରିଥିବା ବେଳେ ବି ଗାୟତ୍ରୀ ରେଡ୍ଡୀ, ୫୬୦ ମାର୍କରଖି ଏ-୧ ହୋଇଥିବାବେଳେ ଏ-୨ରେ ୧୦ଜଣ ପାସ୍‌ କରିଛନ୍ତି। ଏଣୁ ଏହି କୃତୀ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ପକ୍ଷରୁ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାକୁ ସହକାରୀ ଶିକ୍ଷକ ବସନ୍ତକୁମାର ସାହୁ, ପ୍ରଦୀପକୁମାର ମହାପାତ୍ର, ଦୈତାରୀ ପଣ୍ଡା, ରବୀନ୍ଦ୍ରନାଥ ତ୍ରିପାଠୀ ଓ କର୍ମଚାରୀ ଡି.ରାମାରାଓ ଦୋରା,ମୂରଲୀ ସେଠୀ, ପାଣ୍ଡବ ନାହାକ ପରିଚାଳନା କରିଥିଲେ।

The post ମାଟ୍ରିକ କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା appeared first on Dharitri Odia News.