ମାଣ୍ଡିଆ ଚାଷ ପାଇଁ ଗ୍ରାମ୍ୟ ସଚେତନତା ବୈଠକ…..
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ବସ୍ତି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଓଡିଶା ମିଲେଟ ମିଶନ ପ୍ରକଳ୍ପ ପକ୍ଷରୁ ମାଣ୍ଡିଆ ଚାଷ ପାଇଁ ଗ୍ରାମ୍ୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଗ୍ରାମର ୧୬ ଜଣ ଅଗ୍ରଣୀ ଚାଷୀ ଙ୍କ ଉପସ୍ଥିତି ରେ ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ ଯୋଗ ଦେଇ ମାଣ୍ଡିଆ ଚାଷ ର ବିଭିନ୍ନ ପଦ୍ଧତି, ଚାଷ ର ପ୍ରଣାଳୀ, ସରକାରୀ ସହାୟତା, ମଣ୍ଡି ବ୍ୟବସ୍ଥା ତଥା ଖାଦ୍ୟ ରୂପେ […] The post ମାଣ୍ଡିଆ ଚାଷ ପାଇଁ ଗ୍ରାମ୍ୟ ସଚେତନତା ବୈଠକ….. appeared first on Odisha.News.

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ବସ୍ତି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଓଡିଶା ମିଲେଟ ମିଶନ ପ୍ରକଳ୍ପ ପକ୍ଷରୁ ମାଣ୍ଡିଆ ଚାଷ ପାଇଁ ଗ୍ରାମ୍ୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଗ୍ରାମର ୧୬ ଜଣ ଅଗ୍ରଣୀ ଚାଷୀ ଙ୍କ ଉପସ୍ଥିତି ରେ ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ ଯୋଗ ଦେଇ ମାଣ୍ଡିଆ ଚାଷ ର ବିଭିନ୍ନ ପଦ୍ଧତି, ଚାଷ ର ପ୍ରଣାଳୀ, ସରକାରୀ ସହାୟତା, ମଣ୍ଡି ବ୍ୟବସ୍ଥା ତଥା ଖାଦ୍ୟ ରୂପେ ବ୍ୟବହାର ର ଉପକାରୀତା ଉପରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମ କୁ ସିଆରପି ବାଲ୍ମିକୀ ଛତ୍ରୀଆ ଆୟୋଜନ କରିଥିଲେ।ସେହିପରି ବ୍ଲକ ର ବିଭିନ୍ନ ଗାଁ ରେ ମାଣ୍ଡିଆ ଚାଷ ପାଇଁ ଗ୍ରାମ୍ୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି।
The post ମାଣ୍ଡିଆ ଚାଷ ପାଇଁ ଗ୍ରାମ୍ୟ ସଚେତନତା ବୈଠକ….. appeared first on Odisha.News.