ମାର୍କୋ ରୁବିଓ ହେବେ ଆମେରିକା ପରରାଷ୍ଟ୍ର ସଚିବ

ଓ୍ବାଶିଂଟନ, ୧୩।୧୧: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଫ୍ଲୋରିଡା ସିନେଟର ଥିବା ମାର୍କୋ ରୁବିଓ(୫୩)ଙ୍କୁ ଦେଶର ପରରାଷ୍ଟ୍ର ସଚିବ ପଦ ପାଇଁ ମନୋନୀତ କରିଛନ୍ତି। ମାର୍କୋ ଚାଇନା, ଇରାନ, କ୍ୟୁବା ଭଳି ଦେଶ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଆସିଛନ୍ତି। ଭାରତର ବନ୍ଧୁ ଭାବରେ ରୁବିଓଙ୍କର ଭଲ ଛବି ରହିଛି। ସେ ଭାରତ-ଆମେରିକା ମଜଭୁତ ଦ୍ୱିପାକ୍ଷିକ ସମ୍ପର୍କ ସପକ୍ଷରେ ସର୍ବଦା ରହିଆସିଛନ୍ତି। ସେହିପରି ଟ୍ରମ୍ପ୍‌ ତାଙ୍କର ନୂତନ ପ୍ରଶାସନ ପାଇଁ ରିପବ୍ଲିକାନ ନେତା ମାଇକ୍‌ […] The post ମାର୍କୋ ରୁବିଓ ହେବେ ଆମେରିକା ପରରାଷ୍ଟ୍ର ସଚିବ appeared first on Dharitri Odia News.

ମାର୍କୋ ରୁବିଓ ହେବେ ଆମେରିକା ପରରାଷ୍ଟ୍ର ସଚିବ

ଓ୍ବାଶିଂଟନ, ୧୩।୧୧: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଫ୍ଲୋରିଡା ସିନେଟର ଥିବା ମାର୍କୋ ରୁବିଓ(୫୩)ଙ୍କୁ ଦେଶର ପରରାଷ୍ଟ୍ର ସଚିବ ପଦ ପାଇଁ ମନୋନୀତ କରିଛନ୍ତି। ମାର୍କୋ ଚାଇନା, ଇରାନ, କ୍ୟୁବା ଭଳି ଦେଶ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଆସିଛନ୍ତି। ଭାରତର ବନ୍ଧୁ ଭାବରେ ରୁବିଓଙ୍କର ଭଲ ଛବି ରହିଛି। ସେ ଭାରତ-ଆମେରିକା ମଜଭୁତ ଦ୍ୱିପାକ୍ଷିକ ସମ୍ପର୍କ ସପକ୍ଷରେ ସର୍ବଦା ରହିଆସିଛନ୍ତି। ସେହିପରି ଟ୍ରମ୍ପ୍‌ ତାଙ୍କର ନୂତନ ପ୍ରଶାସନ ପାଇଁ ରିପବ୍ଲିକାନ ନେତା ମାଇକ୍‌ ଓ୍ବାଲ୍ଟଜ୍‌(୫୦)ଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାପଦ ପାଇଁ ମନୋନୀତ କରିଛନ୍ତି।

The post ମାର୍କୋ ରୁବିଓ ହେବେ ଆମେରିକା ପରରାଷ୍ଟ୍ର ସଚିବ appeared first on Dharitri Odia News.