ମାର୍ଚ୍ଚ ୨୪ ନା ୨୫, କେବେ ପଡୁଛି ହୋଲି? ଦୁର କରନ୍ତୁ ଦ୍ୱନ୍ଦ୍ୱ
ନୂଆଦିଲ୍ଲୀ ୧୮/୦୩ : ଆସୁଛି ରଙ୍ଗର ପର୍ବ । ଖୁସିର ପୁଲକ ନେଇ ବରଷକୁ ଥରେ ଆସିଥାଏ ହୋଲି । ସାରା ଦେଶରେ ପାଳନ ହୋଇଥାଏ ଏହି ମହାନ୍ ପର୍ବ । ହୋଲିର ପର୍ବ ସମଗ୍ର ଦେଶରେ ମହାନ ପର୍ବ ଭାବେ ପାଳନ କରାଯାଏ । ହୋଲି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ଏଥର କିନ୍ତୁ ହୋଲିର ତାରିଖକୁ ନେଇ ରହିଛି ଅନେକ ସନ୍ଦେହ । କେବେ ଓ କେଉଁ ଦିନ ଏହା ପାଳନ କରାଯିବ । ୨୪ ତାରିଖ କିମ୍ବା ୨୫ ମାର୍ଚ୍ଚରେ, କେଉଁ ଦିନ ଖେଳାଯିବ? ଆସନ୍ତୁ ଜାଣିବା ସବିଶେଷ୍ୟ ତଥ୍ୟ...ଦୁଇଦିନ ଧରି ପାଳନ ହୋଇଥାଏ ହୋଲି ପର୍ବ । ପ୍ରଥମ ଦିନରେ ଛୋଟ ହୋଲି, ପାଳନ କରାଯାଏ । ଏହି ଦିନ ସୂର୍ଯ୍ୟାସ୍ତ ପରେ ହୋଲିକା ଦହନ ହୋଇଥାଏ । ହୋଲିକା ଦହନ ୨୦୨୪ ମସିହାରେ ମାର୍ଚ୍ଚ ୨୪ରେ ଅନୁଷ୍ଠିତ ହେବ । କ୍ୟାଲେଣ୍ଡର ଅନୁଯାୟୀ, ହୋଲିକା ହହନର ଶୁଭ ସମୟ ମାର୍ଚ୍ଚ ୨୪ ଟା ୧୧.୩୦ ରୁ ୧୨.୨୭ ମଧ୍ୟରେ ହେବ । ଆହୁରି ମଧ୍ୟ, ଭଦ୍ରା ସମୟରେ ହୋଲିକାକୁ ଜଳାଇବା ଶୁଭ ବୋଲି ବିବେଚନା କରାଯାଏ ନାହିଁ । ୨୦୨୪ ମସିହାରେ ହୋଲିକା ହହନଙ୍କ ସନ୍ଧ୍ୟାରେ ଭଦ୍ରା କାଳର ଛାୟା ରହିଛି । ଭଦ୍ରା କାଳ ଅବଧି ୨୪ ମାର୍ଚ୍ଚ ସନ୍ଧ୍ୟା ୬.୩୩ ରୁ ୧୦.୦୬ ପର୍ଯ୍ୟନ୍ତ ରହିବ । ଏହା ପରେ ଶୁଭ ସମୟରେ ଆପଣ ହୋଲିକା ଦହନ କରିବେ । ହୋଲି ସର୍ବଦା ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ । ଏହି ଦିନ ପୂର୍ଣ୍ଣିମା ତିଥି ମାର୍ଚ୍ଚ ୨୪, ୨୦୨୪ରେ ସକାଳ ୦୯.୫୪ରେ ଆରମ୍ଭ ହେବ ଓ ମାର୍ଚ୍ଚ ୨୫,୨୦୨୪ ୧୨.୨୯ ରେ ସମାପ୍ତ ହେ
ନୂଆଦିଲ୍ଲୀ ୧୮/୦୩ : ଆସୁଛି ରଙ୍ଗର ପର୍ବ । ଖୁସିର ପୁଲକ ନେଇ ବରଷକୁ ଥରେ ଆସିଥାଏ ହୋଲି । ସାରା ଦେଶରେ ପାଳନ ହୋଇଥାଏ ଏହି ମହାନ୍ ପର୍ବ । ହୋଲିର ପର୍ବ ସମଗ୍ର ଦେଶରେ ମହାନ ପର୍ବ ଭାବେ ପାଳନ କରାଯାଏ । ହୋଲି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ଏଥର କିନ୍ତୁ ହୋଲିର ତାରିଖକୁ ନେଇ ରହିଛି ଅନେକ ସନ୍ଦେହ । କେବେ ଓ କେଉଁ ଦିନ ଏହା ପାଳନ କରାଯିବ । ୨୪ ତାରିଖ କିମ୍ବା ୨୫ ମାର୍ଚ୍ଚରେ, କେଉଁ ଦିନ ଖେଳାଯିବ? ଆସନ୍ତୁ ଜାଣିବା ସବିଶେଷ୍ୟ ତଥ୍ୟ...
ଦୁଇଦିନ ଧରି ପାଳନ ହୋଇଥାଏ ହୋଲି ପର୍ବ । ପ୍ରଥମ ଦିନରେ ଛୋଟ ହୋଲି, ପାଳନ କରାଯାଏ । ଏହି ଦିନ ସୂର୍ଯ୍ୟାସ୍ତ ପରେ ହୋଲିକା ଦହନ ହୋଇଥାଏ । ହୋଲିକା ଦହନ ୨୦୨୪ ମସିହାରେ ମାର୍ଚ୍ଚ ୨୪ରେ ଅନୁଷ୍ଠିତ ହେବ । କ୍ୟାଲେଣ୍ଡର ଅନୁଯାୟୀ, ହୋଲିକା ହହନର ଶୁଭ ସମୟ ମାର୍ଚ୍ଚ ୨୪ ଟା ୧୧.୩୦ ରୁ ୧୨.୨୭ ମଧ୍ୟରେ ହେବ ।
ଆହୁରି ମଧ୍ୟ, ଭଦ୍ରା ସମୟରେ ହୋଲିକାକୁ ଜଳାଇବା ଶୁଭ ବୋଲି ବିବେଚନା କରାଯାଏ ନାହିଁ । ୨୦୨୪ ମସିହାରେ ହୋଲିକା ହହନଙ୍କ ସନ୍ଧ୍ୟାରେ ଭଦ୍ରା କାଳର ଛାୟା ରହିଛି । ଭଦ୍ରା କାଳ ଅବଧି ୨୪ ମାର୍ଚ୍ଚ ସନ୍ଧ୍ୟା ୬.୩୩ ରୁ ୧୦.୦୬ ପର୍ଯ୍ୟନ୍ତ ରହିବ । ଏହା ପରେ ଶୁଭ ସମୟରେ ଆପଣ ହୋଲିକା ଦହନ କରିବେ । ହୋଲି ସର୍ବଦା ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ ।
ଏହି ଦିନ ପୂର୍ଣ୍ଣିମା ତିଥି ମାର୍ଚ୍ଚ ୨୪, ୨୦୨୪ରେ ସକାଳ ୦୯.୫୪ରେ ଆରମ୍ଭ ହେବ ଓ ମାର୍ଚ୍ଚ ୨୫,୨୦୨୪ ୧୨.୨୯ ରେ ସମାପ୍ତ ହେବ । ହୋଲିକା ଦହନର ପରଦିନ ଖେଳାଯାଇ ହୋଲି । ଯାହାକୁ କୁହାଯାଏ ରଙ୍ଗର ପର୍ବ ହୋଲି । ଆଉ ଏହି ରଙ୍ଗୀନ ପର୍ବ ପଡିଛି ମାର୍ଚ୍ଚ ୨୫ରେ ।