ମାଲ୍‌ଖାନାରୁ କଫ୍‌ ସିରପ ଚୋରି କରି ASI ନିଲମ୍ବିତ

ସମ୍ବଲପୁର,୨୩ା୫: ମାଲ୍‌ଖାନାରୁ କଫ୍‌ ସିରପ୍‌ ଚୋରି କରି ଜଣେ ASI ନିଲମ୍ବିତ ହୋଇଛନ୍ତି। ତେବେ ଟାଉନ ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ବିଦ୍ୟୁତ୍‌ ପଣ୍ଡାଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଏସ୍‌ପି। ସେ ମାଲଖାନାରୁ ଜବତ ୨ ପେଟି କଫ୍‌ ସିରପ ଚୋରି କରିଥିଲେ। କିଛି ଦିନ ତଳେ କନଷ୍ଟେବଳରୁ ଏଏସ୍‌ଆଇକୁ ପଦୋନ୍ନତି ପାଇଥିଲେ ବିଦ୍ୟୁତ୍‌। The post ମାଲ୍‌ଖାନାରୁ କଫ୍‌ ସିରପ ଚୋରି କରି ASI ନିଲମ୍ବିତ appeared first on Dharitri Odia News.

ମାଲ୍‌ଖାନାରୁ କଫ୍‌ ସିରପ ଚୋରି କରି ASI ନିଲମ୍ବିତ

ସମ୍ବଲପୁର,୨୩ା୫: ମାଲ୍‌ଖାନାରୁ କଫ୍‌ ସିରପ୍‌ ଚୋରି କରି ଜଣେ ASI ନିଲମ୍ବିତ ହୋଇଛନ୍ତି। ତେବେ ଟାଉନ ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ବିଦ୍ୟୁତ୍‌ ପଣ୍ଡାଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଏସ୍‌ପି। ସେ ମାଲଖାନାରୁ ଜବତ ୨ ପେଟି କଫ୍‌ ସିରପ ଚୋରି କରିଥିଲେ। କିଛି ଦିନ ତଳେ କନଷ୍ଟେବଳରୁ ଏଏସ୍‌ଆଇକୁ ପଦୋନ୍ନତି ପାଇଥିଲେ ବିଦ୍ୟୁତ୍‌।

The post ମାଲ୍‌ଖାନାରୁ କଫ୍‌ ସିରପ ଚୋରି କରି ASI ନିଲମ୍ବିତ appeared first on Dharitri Odia News.