ମାଲ୍ବାହୀ ଟ୍ରେନ୍ର ୧୧ ବଗି ଲାଇନ୍ଚ୍ୟୁତ
ବୀରମିତ୍ରପୁର,୧୨ା୭: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁରଠାରେ ଶନିବାର ଏକ ମାଲବାହୀ ଟ୍ରେନ୍ର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ବୀରମିତ୍ରପୁର ଉପରମାର୍କେଟ ଅଞ୍ଚଳ ନିକଟରେ ଲାଇନଚ୍ୟୁତ ହୋଇଛି। ଚୂନଭଟାରୁ ବୀରମିତ୍ରପୁର ରେଳ ଷ୍ଟେଶନକୁ ଗଲା ବେଳେ ଏହି ଅଘଟଣ ଘଟିଛି। The post ମାଲ୍ବାହୀ ଟ୍ରେନ୍ର ୧୧ ବଗି ଲାଇନ୍ଚ୍ୟୁତ appeared first on Dharitri Odia News.
ବୀରମିତ୍ରପୁର,୧୨ା୭: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁରଠାରେ ଶନିବାର ଏକ ମାଲବାହୀ ଟ୍ରେନ୍ର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ବୀରମିତ୍ରପୁର ଉପରମାର୍କେଟ ଅଞ୍ଚଳ ନିକଟରେ ଲାଇନଚ୍ୟୁତ ହୋଇଛି। ଚୂନଭଟାରୁ ବୀରମିତ୍ରପୁର ରେଳ ଷ୍ଟେଶନକୁ ଗଲା ବେଳେ ଏହି ଅଘଟଣ ଘଟିଛି।
The post ମାଲ୍ବାହୀ ଟ୍ରେନ୍ର ୧୧ ବଗି ଲାଇନ୍ଚ୍ୟୁତ appeared first on Dharitri Odia News.