ମୁଁ ଦେଖିଛି ଡ୍ରୋନ୍ ଆଟାକ୍
ଗୁରୁବାର ରାତିରେ ପାକିସ୍ତାନ କିଭଳି ଜମ୍ମୁ ଉପରେ କରିଥିଲା ଆଟାକ୍। କିଭଳି କରିଥିଲା ମିସାଇଲ ମାଡ଼? ତା’ର ଛାତିଥରା ଦୃଶ୍ୟ ବଖାଣିଛନ୍ତି ଦିଲ୍ଲୀ ଫେରିଆସିଥିବା କିଛି ଓଡ଼ିଆ ଛାତ୍ର। ଜମ୍ମୁର ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା କିଛି ଛାତ୍ର ଦିଲ୍ଲୀ ଫେରିବା ପରେ ହମ୍ଲାର ଆଖି ଦେଖା ହାଲ୍ ଗୋଟି ଗୋଟି କରି କ୍ୟାମେରା ଆଗରେ କହିଛନ୍ତି।