ମୁଁ ପ୍ରପୋଜ କରିବିନି, IPLରେ ମିଷ୍ଟ୍ରି ଗାର୍ଲଙ୍କ ପୋଷ୍ଟ ଉପରେ ଏମିତି ଜବାବ ରଖିଲେ ଗମ୍ଭୀର
ନୂଆଦିଲ୍ଲୀ ୧୬/୦୫: ରୋମାଞ୍ଚକର ହେଉଛି IPL ୨୦୨୪ । ପ୍ଲେ ଅଫ୍ ରେସ୍ର ସବୁଠୁ ଆଗରେ । ମାନେ କେବଳ କ୍ୱାଲିଫାଏ କରିଥିବା ଟିମ୍ ହେଉଛି କେଆର୍ । ଗୌତମ ଗମ୍ଭୀର ମେଣ୍ଟର ହେବା ପରେ କୋଲକାତା ନାଇଟ୍ ରାଇଡର୍ସ ଗଜବ ଫର୍ମରେ ଖେଳୁଛି । ସେଥିପାଇଁ ଏବେ ସେ ଟପ୍ ଲିଷ୍ଟରେ । ଏହାରି ଭିତରେ ଗୌତମ ଗମ୍ଭୀରଙ୍କ ଟିମ୍ କେକେଆର୍ ସପୋର୍ଟ କରୁଥିବା ମିଷ୍ଟ୍ରି ଗାର୍ଲଙ୍କ ଟାରୁ ଗଜବ ରିକ୍ୱେଷ୍ଟ ଦେଖିବାକୁ ମିଳିଛି । ମିଷ୍ଟ୍ରି ଗାର୍ଲଙ୍କର ସେହି ଫଟୋ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଫଟୋରେ ରହସ୍ୟମୟୀ ଯୁବତୀ ଜଣଙ୍କ ପ୍ଲା କାର୍ଡ ଧରି ଛିଡା ହୋଇଛନ୍ତି । ଆଉ ଏହି ପ୍ଲା କାର୍ଡରେ ଲେଖାହୋଇଛି, ମୁଁ ମୋ କ୍ରସ୍ଙ୍କୁ ସେପର୍ଯ୍ୟନ୍ତ ପ୍ରପୋଜ କରିବିନି, ଯେ ପର୍ଯ୍ୟନ୍ତ ସେ ହସିନାହାଁନ୍ତି । View this post on InstagramA post shared by Gautam Gambhir (@gautamgambhir55)ଏହା ପରେ ଗମ୍ଭୀର ବି ସୋସିଆଲ ମିଡିଆରେ ରିପ୍ଲାଇ ଦେଇଛନ୍ତି । ଗମ୍ଭୀର ତାଙ୍କ ଇନଷ୍ଟାରେ ହସିବା ଇମୋଜୀ ଦେବା ସହ କିଛି ଲେଖିଛନ୍ତି । ଆଇପିଏଲ୍ର ଏହି ମିଷ୍ଟ୍ରୀ ଗାର୍ଲ ତାଙ୍କ ନିଆରା ଷ୍ଟାଇଲ୍ ପାଇଁ ସେ ବେଶ୍ ଫେମସ୍ । ସୋସିଆଲ ମିଡିଆରେ ବି ତାଙ୍କର ଭିଡିଓ ଭାଇରାଲ୍ ହୋଇଥାଏ ।
ନୂଆଦିଲ୍ଲୀ ୧୬/୦୫: ରୋମାଞ୍ଚକର ହେଉଛି IPL ୨୦୨୪ । ପ୍ଲେ ଅଫ୍ ରେସ୍ର ସବୁଠୁ ଆଗରେ । ମାନେ କେବଳ କ୍ୱାଲିଫାଏ କରିଥିବା ଟିମ୍ ହେଉଛି କେଆର୍ । ଗୌତମ ଗମ୍ଭୀର ମେଣ୍ଟର ହେବା ପରେ କୋଲକାତା ନାଇଟ୍ ରାଇଡର୍ସ ଗଜବ ଫର୍ମରେ ଖେଳୁଛି । ସେଥିପାଇଁ ଏବେ ସେ ଟପ୍ ଲିଷ୍ଟରେ ।
ଏହାରି ଭିତରେ ଗୌତମ ଗମ୍ଭୀରଙ୍କ ଟିମ୍ କେକେଆର୍ ସପୋର୍ଟ କରୁଥିବା ମିଷ୍ଟ୍ରି ଗାର୍ଲଙ୍କ ଟାରୁ ଗଜବ ରିକ୍ୱେଷ୍ଟ ଦେଖିବାକୁ ମିଳିଛି । ମିଷ୍ଟ୍ରି ଗାର୍ଲଙ୍କର ସେହି ଫଟୋ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଫଟୋରେ ରହସ୍ୟମୟୀ ଯୁବତୀ ଜଣଙ୍କ ପ୍ଲା କାର୍ଡ ଧରି ଛିଡା ହୋଇଛନ୍ତି । ଆଉ ଏହି ପ୍ଲା କାର୍ଡରେ ଲେଖାହୋଇଛି, ମୁଁ ମୋ କ୍ରସ୍ଙ୍କୁ ସେପର୍ଯ୍ୟନ୍ତ ପ୍ରପୋଜ କରିବିନି, ଯେ ପର୍ଯ୍ୟନ୍ତ ସେ ହସିନାହାଁନ୍ତି ।
ଏହା ପରେ ଗମ୍ଭୀର ବି ସୋସିଆଲ ମିଡିଆରେ ରିପ୍ଲାଇ ଦେଇଛନ୍ତି । ଗମ୍ଭୀର ତାଙ୍କ ଇନଷ୍ଟାରେ ହସିବା ଇମୋଜୀ ଦେବା ସହ କିଛି ଲେଖିଛନ୍ତି । ଆଇପିଏଲ୍ର ଏହି ମିଷ୍ଟ୍ରୀ ଗାର୍ଲ ତାଙ୍କ ନିଆରା ଷ୍ଟାଇଲ୍ ପାଇଁ ସେ ବେଶ୍ ଫେମସ୍ । ସୋସିଆଲ ମିଡିଆରେ ବି ତାଙ୍କର ଭିଡିଓ ଭାଇରାଲ୍ ହୋଇଥାଏ ।