ମୁକୁଳା ଡ୍ରେନ୍ରେ ଖସିପଡ଼ିଲେ ବ୍ୟକ୍ତି, ଆଖିରେ ପଶିଗଲା ଲୁହାରଡ଼
ବୌଦ୍ଧ,୨୪।୨: ବୌଦ୍ଧ ଜିଲା ପୁରୁଣାକଟକ ଥାନା ଧଳପୁର ପୂର୍ତ୍ତ ରାସ୍ତା କଡ ମୁକୁଳା ଡ୍ରେନ୍ରେ ଖସିପଡ଼ି ଜଣେ ଅଜଣା ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି । ଡ୍ରେନ୍ରେ ପଡ଼ିଯିବା ଫଳରେ ବ୍ୟକ୍ତିଙ୍କ ଆଖିରେ ଲୁହା ରଡ ପଶି ଯାଇଥିବା ବେଳେ ତାଙ୍କୁ ଗୁରୁତର ଭାବେ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ […] The post ମୁକୁଳା ଡ୍ରେନ୍ରେ ଖସିପଡ଼ିଲେ ବ୍ୟକ୍ତି, ଆଖିରେ ପଶିଗଲା ଲୁହାରଡ଼ appeared first on Dharitri Odia News.
ବୌଦ୍ଧ,୨୪।୨: ବୌଦ୍ଧ ଜିଲା ପୁରୁଣାକଟକ ଥାନା ଧଳପୁର ପୂର୍ତ୍ତ ରାସ୍ତା କଡ ମୁକୁଳା ଡ୍ରେନ୍ରେ ଖସିପଡ଼ି ଜଣେ ଅଜଣା ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି । ଡ୍ରେନ୍ରେ ପଡ଼ିଯିବା ଫଳରେ ବ୍ୟକ୍ତିଙ୍କ ଆଖିରେ ଲୁହା ରଡ ପଶି ଯାଇଥିବା ବେଳେ ତାଙ୍କୁ ଗୁରୁତର ଭାବେ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
The post ମୁକୁଳା ଡ୍ରେନ୍ରେ ଖସିପଡ଼ିଲେ ବ୍ୟକ୍ତି, ଆଖିରେ ପଶିଗଲା ଲୁହାରଡ଼ appeared first on Dharitri Odia News.