ମୃତ୍ୟୁ ପରେ ଶରୀର ଦାନ କରିବେ ରାମବାଇ

ବରଗଡ଼,୬।୩(ପ୍ରେମାନନ୍ଦ ଖମାରୀ): ଜଣେ ସଫଳ ମହିଳା ଚାଷୀଭାବେ ଜଣାଶୁଣା ବରଗଡ଼ ବ୍ଲକ ଜମୁର୍ଡା ଗ୍ରାମର ରାମବାଇ ମୃତ୍ୟୁପରେ ତାଙ୍କ ଶରୀର ଅଙ୍ଗଦାନ କରିବା ପାଇଁ ସ୍ଥିର କରିଥିବା କହିଛନ୍ତି। ଏଥିରେ ଆବଶ୍ୟକ କାଗଜାତ୍‌ କରିବାରେ ସହଯୋଗ କରିବା ପାଇଁ ସେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଏବଂ ସ୍ବେଚ୍ଛାସେବୀମାନଙ୍କୁ କହିଛନ୍ତି। ସେ ଶରୀର ଦାନ କଲେ ତାଙ୍କୁ ନେଇ ଡାକ୍ତରୀ ଶିକ୍ଷାଗ୍ରହଣ କରୁଥିବା ଛାତ୍ରୀଛାତ୍ରମାନେ ଶରୀର ଉପରେ ପାଠପଢ଼ି ପାରିବେ ବୋଲି ସେ କହିଛନ୍ତି। ରାମବାଇଙ୍କ ଜୀବନ ଆରମ୍ଭରୁ […] The post ମୃତ୍ୟୁ ପରେ ଶରୀର ଦାନ କରିବେ ରାମବାଇ appeared first on Dharitri Odia News.

ମୃତ୍ୟୁ ପରେ ଶରୀର ଦାନ କରିବେ ରାମବାଇ

ବରଗଡ଼,୬।୩(ପ୍ରେମାନନ୍ଦ ଖମାରୀ): ଜଣେ ସଫଳ ମହିଳା ଚାଷୀଭାବେ ଜଣାଶୁଣା ବରଗଡ଼ ବ୍ଲକ ଜମୁର୍ଡା ଗ୍ରାମର ରାମବାଇ ମୃତ୍ୟୁପରେ ତାଙ୍କ ଶରୀର ଅଙ୍ଗଦାନ କରିବା ପାଇଁ ସ୍ଥିର କରିଥିବା କହିଛନ୍ତି। ଏଥିରେ ଆବଶ୍ୟକ କାଗଜାତ୍‌ କରିବାରେ ସହଯୋଗ କରିବା ପାଇଁ ସେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଏବଂ ସ୍ବେଚ୍ଛାସେବୀମାନଙ୍କୁ କହିଛନ୍ତି। ସେ ଶରୀର ଦାନ କଲେ ତାଙ୍କୁ ନେଇ ଡାକ୍ତରୀ ଶିକ୍ଷାଗ୍ରହଣ କରୁଥିବା ଛାତ୍ରୀଛାତ୍ରମାନେ ଶରୀର ଉପରେ ପାଠପଢ଼ି ପାରିବେ ବୋଲି ସେ କହିଛନ୍ତି। ରାମବାଇଙ୍କ ଜୀବନ ଆରମ୍ଭରୁ ସଂଘର୍ଷ ଥିଲା। ମାତ୍ର ତାଙ୍କ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର୍‌ ମାନିଥିଲା। ଗରିବ ଝିଅ ହେଲେ ମଧ୍ୟ ସେ ନିଜ ଉଦ୍ୟମରେ ଜଣେ ସଫଳ ଚାଷୀଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।

 

The post ମୃତ୍ୟୁ ପରେ ଶରୀର ଦାନ କରିବେ ରାମବାଇ appeared first on Dharitri Odia News.