ମେ’ ୩୧ରୁ ଚମକିବ ଏହି ୩ ରାଶି ଜାତକଧାରୀଙ୍କ ଭାଗ୍ୟ, ହଠାତ ଧନଲାଭର ଯୋଗ, ଜାଣନ୍ତୁ…

ବୈଦିକ ଜ୍ୟୋତିଷଶାସ୍ତ୍ରରେ ଶୁକ୍ର ଗ୍ରହ ପ୍ରାୟ ମାସକ ପରେ ନିଜ ସ୍ଥାନ ପରିବର୍ତ୍ତନ କରିଥାନ୍ତି। ଏହାର ପ୍ରଭାବ ମାନବ ଜୀବନ ସହ ଦେଶବିଦେଶରେ ଦେଖିବାକୁ ମିଳିଥାଏ। ମେ’ ୩୧ରୁ ଶୁକ୍ର ଗ୍ରହ ମେଷ ରାଶିରେ ଗୋଚର କରିବେ। ଏହାଦ୍ୱାରା ୩ ରାଶିର ବ୍ୟକ୍ତିବିଶେଷଙ୍କ ଭଲ ଦିନ ଆରମ୍ଭ ହୋଇଯିବ। ଏହି ସମୟରେ ସେମାନଙ୍କ ବୈବାହିକ ଜୀବନ ସହ ଧନଦୌଲତ ବୃଦ୍ଧି ପାଇବ। ଆସନ୍ତୁ ଜାଣିବା ରାଶିଗୁଡ଼ିକ କ’ଣ କ’ଣ? ତୁଳା ରାଶି: ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ […] The post ମେ’ ୩୧ରୁ ଚମକିବ ଏହି ୩ ରାଶି ଜାତକଧାରୀଙ୍କ ଭାଗ୍ୟ, ହଠାତ ଧନଲାଭର ଯୋଗ, ଜାଣନ୍ତୁ… appeared first on Dharitri Odia News.

ମେ’ ୩୧ରୁ ଚମକିବ ଏହି ୩ ରାଶି ଜାତକଧାରୀଙ୍କ ଭାଗ୍ୟ, ହଠାତ ଧନଲାଭର ଯୋଗ, ଜାଣନ୍ତୁ…

ବୈଦିକ ଜ୍ୟୋତିଷଶାସ୍ତ୍ରରେ ଶୁକ୍ର ଗ୍ରହ ପ୍ରାୟ ମାସକ ପରେ ନିଜ ସ୍ଥାନ ପରିବର୍ତ୍ତନ କରିଥାନ୍ତି। ଏହାର ପ୍ରଭାବ ମାନବ ଜୀବନ ସହ ଦେଶବିଦେଶରେ ଦେଖିବାକୁ ମିଳିଥାଏ। ମେ’ ୩୧ରୁ ଶୁକ୍ର ଗ୍ରହ ମେଷ ରାଶିରେ ଗୋଚର କରିବେ। ଏହାଦ୍ୱାରା ୩ ରାଶିର ବ୍ୟକ୍ତିବିଶେଷଙ୍କ ଭଲ ଦିନ ଆରମ୍ଭ ହୋଇଯିବ। ଏହି ସମୟରେ ସେମାନଙ୍କ ବୈବାହିକ ଜୀବନ ସହ ଧନଦୌଲତ ବୃଦ୍ଧି ପାଇବ। ଆସନ୍ତୁ ଜାଣିବା ରାଶିଗୁଡ଼ିକ କ’ଣ କ’ଣ?

ତୁଳା ରାଶି: ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରି ରାଶିର ସପ୍ତମ ଭାଗକୁ ଆସିବେ। ସେ ଆପଣଙ୍କ ରାଶିର ସ୍ବାମୀ। ଏଣୁ ଏହି ସମୟରେ ବୈବାହିକ ଜୀବନ ସୁଖରେ ଅତିବାହିତ କରିବେ। ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ। ସମ୍ପର୍କରେ ମଧୁରତା ଆସିବ। ଦମ୍ପତିମାନଙ୍କ ପାଇଁ ଏହି ସମୟ ଅନୁକୂଳ ଥିବା ବେଳେ ଅବିବାହିତମାନଙ୍କୁ ବିବାହ ଲାଗି ପ୍ରସ୍ତାବ ମିଳିବ।ସ୍ବାସ୍ଥ୍ୟ ଭଲ ରହିବ। ପାର୍ଟନରଶିପ୍‌ କାମରେ ଲାଭ ମିଳିବ।

ସିଂହ ରାଶି:
ଶୁକ୍ର ଗଅହର ଗୋରତ ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଭଲ ରହିବ। କାରଣ ଏହି ରାଶି ପରିବର୍ତ୍ତନ ଯୋଗୁ ସମସ୍ତ କାର୍ଯ୍ୟରେ ଭାଗ୍ୟ ସାଥ୍‌ ଦେବ। ଅଟକିଥିବା କାର୍ଯ୍ୟ ସମାପ୍ତ ହେବ। ଫଳରେ ଆପଣଙ୍କ ଧନସମ୍ପତ୍ତି ବୃଦ୍ଧି ହେବ। ସେହିଭଳି ଛୋଟବଡ଼ ଯାତ୍ରା କରିପାରିବେ। ବ୍ୟବସାୟିକ ଜୀବନରେ ସଫଳତା ମିଳିବ। ନୂଆ ନେଣଦେଣରୁ ଲାଭ ମିଳିବ। ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ। ସମ୍ପର୍କ ମଜଭୂତ ହେବ।

ମେଷ ରାଶି: ଆପଣଙ୍କ ପାଇଁ ଶୁକ୍ର ଗ୍ରହର ଗୋଚର ଲାଭପ୍ରଦ ସାବ୍ୟସ୍ତ ହେବ। କାରଣ ଏହି ଗ୍ରହ ଆପଣଙ୍କ ରାଶିର ଲଗ୍ନ ଭାବରେ ରହିବେ। ଏହି ସମୟରେ ଆପଣଙ୍କୁ ସମୟ ସମୟରେ ଆକସ୍ମିକ ଧନଲାଭ ହେବ। ଚାକିରିରେ ପ୍ରମୋଶନର ସୁଯୋଗ ରହିଛି। ବ୍ୟବସାୟୀଙ୍କୁ ଲାଭ ମିଳିବ। ନୂଆ ବ୍ୟବସାୟିକ ସମ୍ପର୍କ ସ୍ଥାପନ ହେବ। ଫସି ରହିଥିବା ଟଙ୍କା ମିଳିବ। ବୈବାହିକ ଜୀବନ ସୁଖମୟ ରହିବ।

The post ମେ’ ୩୧ରୁ ଚମକିବ ଏହି ୩ ରାଶି ଜାତକଧାରୀଙ୍କ ଭାଗ୍ୟ, ହଠାତ ଧନଲାଭର ଯୋଗ, ଜାଣନ୍ତୁ… appeared first on Dharitri Odia News.