ମୋ ପୁଅ ଠାକୁର ବୋଲି କହିନି କି ପ୍ରଚାର କରିନି,ବଦନାମ କରୁଛନ୍ତି କୁଚକ୍ରୀ ଗୋଷ୍ଠୀ
ଭୁବନେଶ୍ବର ୧୭/୧୧: ବୈକୁଣ୍ଠଧାମ ଆଶ୍ରମରେ ନାବାଳକଙ୍କୁ ପୂଜା ପ୍ରସଙ୍ଗ । ୨ଦିନ ପରେ ସ୍ପଷ୍ଟୀକରଣ ରଖିଛନ୍ତି ନାବାଳକଙ୍କ ବାପା ପଣ୍ଡିତ କାଶୀନାଥ ମିଶ୍ର । ସେ କହିଛନ୍ତି ମୋ ପୁଅ ଠାକୁର ନୁହେଁ । ମୋ ପୁଅ ଠାକୁର ବୋଲି କହିନି କି ପ୍ରଚାର କରିନି । କୁଚକ୍ରୀ ଗୋଷ୍ଠୀ ଜାଣିଶୁଣି ବଦନାମ କରୁଛନ୍ତି ।