ମୋ ବସ୍‌ ଇଞ୍ଜିନରେ ଲାଗିଗଲା ନିଆଁ

ଭୁବନେଶ୍ୱର,୨୭।୨(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଷ୍ଟୁଡିଓ ଛକରେ ଏକ ମୋ ବସ୍‌ ଇଞ୍ଜିନରେ ସୋମବାର ମଧ୍ୟାହ୍ନରେ ନିଆଁ ଲାଗି ଯାଇଥିଲା। ଡ୍ରାଇଭର ସଙ୍ଗେ ସଙ୍ଗେ ଗାଡି ଷ୍ଟାର୍ଟ ବନ୍ଦ କରି ଯାତ୍ରୀଙ୍କୁ ବସରୁ ଓହ୍ଲାଇ ଦେଇଥିଲେ। ଷ୍ଟାର୍ଟ ବନ୍ଦ ହେବା ପରେ ନିଆଁ ଆପେ ଲିଭିଯାଇଥିଲା। The post ମୋ ବସ୍‌ ଇଞ୍ଜିନରେ ଲାଗିଗଲା ନିଆଁ appeared first on Dharitri Odia News.

ମୋ ବସ୍‌ ଇଞ୍ଜିନରେ ଲାଗିଗଲା ନିଆଁ

ଭୁବନେଶ୍ୱର,୨୭।୨(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଷ୍ଟୁଡିଓ ଛକରେ ଏକ ମୋ ବସ୍‌ ଇଞ୍ଜିନରେ ସୋମବାର ମଧ୍ୟାହ୍ନରେ ନିଆଁ ଲାଗି ଯାଇଥିଲା। ଡ୍ରାଇଭର ସଙ୍ଗେ ସଙ୍ଗେ ଗାଡି ଷ୍ଟାର୍ଟ ବନ୍ଦ କରି ଯାତ୍ରୀଙ୍କୁ ବସରୁ ଓହ୍ଲାଇ ଦେଇଥିଲେ। ଷ୍ଟାର୍ଟ ବନ୍ଦ ହେବା ପରେ ନିଆଁ ଆପେ ଲିଭିଯାଇଥିଲା।

The post ମୋ ବସ୍‌ ଇଞ୍ଜିନରେ ଲାଗିଗଲା ନିଆଁ appeared first on Dharitri Odia News.